Browsing Tag

deogaon news

ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଲେ ସୁରେନ୍ଦ୍ର ନାଗ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଦରକାର ଥିବା ଜାଣି ଦେଓଗାଁ ବ୍ଲକ ମହଲେଇ ପଞ୍ଚାୟତ ପାଣ୍ଡେଲ ଗାଁର ସୁରେନ୍ଦ୍ର ନାଗ (୨୯) ଯାଇ ରକ୍ତଦାନ କରି ଉକ୍ତ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ସେ ଆଗରୁ ମଧ୍ୟ ପାଞ୍ଚ ଥର ରକ୍ତ ଦେଇ
Read More...

ସଇଁନ୍ତଲା ରେଞ୍ଜ ବନ ବିଭାଗ ପକ୍ଷରୁ ସିଆଲବାହଲିରେ ମହିଳାଙ୍କୁ ସିଲେଇ ମେସିନ୍‌ ପ୍ରଦାନ 

ଗାଁର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ହେଉଛି ଲକ୍ଷ୍ୟ : ରେଞ୍ଜର ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ସିଆଲବାହାଲି ଗାଁରେ ସଇନ୍ତଲା ରେଞ୍ଜ ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ସିଲେଇ ମେସିନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା
Read More...

ଦେଓଗାଁ ତହସିଲରେ ଭୂମିହୀନଙ୍କୁ ଲିଜ ଜମି ପ୍ରଦାନ ବ୍ୟବସ୍ଥା ବିଫଳ : ୨ ବର୍ଷରେ ଲକ୍ଷ୍ୟଧାର୍ଯ୍ୟ ହୋଇଛି ୩୨୪, ପଟ୍ଟା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲରେ କର୍ମଚାରୀ ଅଭାବରୁ କାମ ଆଗେଇ ପାରୁନାହିଁ । ଯାହାଫଳରେ ଭୂମିହୀନଙ୍କୁ ୪ ଡେସିମିଲ ଭୂମି ପ୍ରଦାନ ପାଇଁ ସରକାର କରିଥବା ବ୍ୟବସ୍ତାକୁ ଭୂମିହୀନମାନେ ଉପକୃତ ହୋଇପାରୁ ନାହାନ୍ତି । ଦେଓଗାଁ ତହସିଲ ଅଧିନରେ ଶହ ଶହ ଭୂମିହୀନ ପ୍ରଧାନମନ୍ତ୍ରୀ
Read More...

ଆଖୁ ପରେ ମକା ଚାଷରୁ ମୁହଁ ମୋଡ଼ିବାକୁ ଲାଗିଲେଣି ଚାଷୀ : ନିମ୍ନମାନର ମଞ୍ଜି ଓ ଔଷଧ ଅଭାବରୁ ରୋଜଗାର ହରାଇବେ ମକା ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନିକଟସ୍ଥ ସାଗରପାଲିରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ବନ୍ଦ ହେବା ପରେ ଆଖୁ ଚାଷୀମାନେ ଦୀର୍ଘ ୧୫ ବର୍ଷରୁ ଅଧିକ ହେଲା ନିଜର ରୋଜଗାର ହରାଇଥିଲେ । ଦେଓଗାଁ ବ୍ଳକର ପୂର୍ବାଞ୍ଚଳରେ ଥିବା ପ୍ରାୟ ୧୩ଟି ପଞ୍ଚାୟତରୁ ୭ଟି ପଞ୍ଚାୟତର ଚାଷୀ ବିଭିନ୍ନ
Read More...

ଶହ ଶହ ଲୋକ ନିର୍ଭର କରୁଥିବା ରାସ୍ତା କାମ ଅଧା ପନ୍ତରୀଆ କରି ଠିକାଦାର ଛୁ ମାରିଥିବା ଅଭିଯୋଗ : ବାଏପାସ ଛାଡ଼ି ଲମ୍ବା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରୁ ବନ୍ଧପଡ଼ାକୁ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା କୁତୁର୍ଲା ନିକଟରେ ରାସ୍ତାର ଉଭୟ ପଟକୁ ନବୀକରଣ କରାଯାଉଛି । ସୂଚନା ଅନୁସାରେ ଦୁଇ ମାସରୁ ଅଧିକ ହେଲା କାମ କରୁଥିବା ଠିକାଦାର ରାସ୍ତାର ବିଭିନ୍ନ ସ୍ଥାନରେ ଦୁଇ ପଟରୁ ମାଟି ଖୋଳି ଛୁ ହୋଇଥିବାରୁ
Read More...

ଅର୍ଜୁନପୁର ପିଏଚ୍‌ସିକୁ ଅକ୍ସିଜେନ୍‌ ସିଲିଣ୍ଡର ଓ ମାସ୍କ ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଅପରାହ୍ନ ୩ଟା ସମୟରେ ଦେଓଗାଁ ବ୍ଲକ ଅର୍ଜୁନପୁର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଲ୍ଲୀ ଆଲୋକ ପାଠାଗାର ତରଫରୁ ୨ଟି ଅକ୍ସିଜେନ କନ୍‌ସନ୍‌ଟ୍ରେଟର, ଏନ୍ ୯୫ ମାସ୍କ ପ୍ରଦାନ କରିଥିଲେ । ପଲ୍ଲି ଆଲୋକ ପାଠାଗାର ନଅଗାଁ(ଖ) ବଲାଙ୍ଗିର ତରଫରୁ
Read More...

ଏଚ୍‌ଆଇଭି, ଟିବି ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନିଷ କୁମାର ସାହୁ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡ୍‌ସ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷ ବଲାଙ୍ଗିର ଆନୁକୁଲ୍ୟରେ ଜରାସିଂହା ଊଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ୍‌ ରବିନ କ୍ଳବ ଦ୍ୱାରା ନିଉ ଇଣ୍ଡିଆ ଏଟ୍‌ ୭୫ର ଏଚ୍‌ଆଇଭି, ଟିବି ଓ ରକ୍ତଦାନ ସଚେତନତା ଅଭିଯାନ
Read More...

ଦେଓଗାଁ ରେଳ ଷ୍ଟେସନରେ ନାହିଁ ଅନଲାଇନ୍ ପେମେଣ୍ଟ ସୁବିଧା

ଦେଓଗାଁ, (ମନୀଷ କୁମାର ସାହୁ) : ଗତ କିଛି ବର୍ଷ ମଧ୍ୟରେ ଦେଓଗାଁ ରେଳ ଷ୍ଟେସନର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ହୋଇ ସାରିଥିବା ବେଳେ ଷ୍ଟେସନର ନବୀକରଣ ହେବା ପରେ ଏବେ କେମିତି ଅଧିକ ମାତ୍ରାରେ ଏକ୍ସପ୍ରେସ ରେଳ ରହିବ ସେ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରୟାସ ଚଳାଉଛନ୍ତି । ହେଲେ
Read More...

ସ୍କୁଲ ଖୋଲିବା ପୂର୍ବରୁ ପିଲାଏ ପାଇବେ ତ’ ପୋଷାକ ?

ପ୍ରଥମରୁ ଅଷ୍ଟମରେ ପଢ଼ିବେ ୧୪୨ଟି ସ୍କୁଲର ୧୦୫୬୬ ଛାତ୍ରଛାତ୍ରୀପ୍ରଥମ ଓ ଅଷ୍ଟମ ଶିଶୁ ପାଇଁ ସମାନ ଅନୁଦାନର ପୋଷାକ ମାନକୁ ନେଇ ସନ୍ଦେହ ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷା ବର୍ଷରେ ଦେଓଗାଁ ବ୍ଳକର ୬୨ଟି ପ୍ରାଥମିକ, ୬୭ଟି ଉଚ୍ଚ ପ୍ରାଥମିକ ଓ ୧୩ଟି ହାଇସ୍କୁଲ ମୋଟ ୧୪୨ଟି
Read More...

ଦେଓଗାଁ ହାଇସ୍କୁଲ ହେବ ବ୍ଲକର ମେଡେଲ ସ୍କୁଲ

ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସୌନ୍ଦର୍ଯ୍ୟକରଣ ଲକ୍ଷ୍ୟ ପୂରଣ ହେବ ତ ?୫ଟି ସଚିବଙ୍କ ଗସ୍ତର ଘଣ୍ଟାଏ ପରେ ହେଲା ବିଜ୍ଞାନ ଶିକ୍ଷକ ପଦବୀ ଖାଲି : ବର୍ଷକର ଶିକ୍ଷକ ସ୍ଥିତି, ଆସିଲେ ପ୍ରଧାନ ଶିକ୍ଷକ ଗଲେଣି ୪ ଶିକ୍ଷକ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ହାଇସ୍କୁଲ ଦେଓଗାଁ ବ୍ଲକର
Read More...