Browsing Tag

deogaon news

ସୋଲାର ପ୍ଲାଣ୍ଟରୁ ପ୍ଲେଟ ଚୋରି ଉଦ୍ୟମ ବେଳେ ୨ ଚୋରକୁ ଗାଁ ଲୋକେ ଧରି ଥାନାରେ ଜିମା ଦେଲେ

ଅଟୋର ଉପର ଛାତରେ ବାନ୍ଧି କରୁଥିଲେ ଚୋରା ଚାଲାଣ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧିନସ୍ଥ କୁକୁରାଖାଇ ସ୍ଥିତ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି ଉଦ୍ୟମ କରୁଥିବା ସମୟରେ ଗାଁଲୋକଙ୍କ ସହ ସୋଲାର ପ୍ଲାଣ୍ଟର କିଛି କର୍ମଚାରୀ ୨ଜଣ ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି ।
Read More...

ଧୁବେଇ ମେର୍ଲ୍ଲୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ କଛାରପାଲିର ଧୁବେଇ ମେର୍ଲ୍ଲୀଙ୍କ ଶନିବାର ସକାଳରେ ପରଲୋକ ହୋଇଯାଇଛି । ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ସଂକୀର୍ତ୍ତନ ଓ ରବୀନ୍ଦ୍ର । ସେ ଦୀର୍ଘ ଦିନ ହେଲା ରୋଗରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ କିନ୍ତୁ ଶନିବାର
Read More...

ବାର୍ଦ୍ଧକ୍ୟ ପେନ୍‌ସନ୍‌ ଆଣିବା ପାଇଁ ଖର୍ଚ୍ଚ ହେଉଛି ହଜାରେ ଟଙ୍କା : ଯିବାକୁ ପଡୁଛି ୧୫କିମି, ଗାଁ ନିକଟସ୍ଥ…

ଦେଓଗାଁ, (ମନୀଷ କୁମାର ସାହୁ) : ଚାକିରି କାଳରେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଜିଲ୍ଲା ତଥା ରାଜ୍ୟର ଅନେକ ଭିଆଇପି ଲୋକଙ୍କ ସେବା କରିଛି । ଯଦିଓ ଦରମା କମ, ପଦବୀ ଅତି ତଳ ସ୍ତରର ହେଲେ ବି ଖୁସିରେ କାମ କରି ସମୟ ଅତିବାହିତ କରିଛି । ହେଲେ ଅବସର ନେବା ପରେ ସରକାରୀ କୋଠା ଛାଡ଼ି
Read More...

ଡୁମ୍ବେରପିଟା ପଞ୍ଚାୟତବାସୀଙ୍କ ଚେତାବନୀ : ପଞ୍ଚାୟତ ଅଫିସ କାର୍ଯ୍ୟକ୍ଷମ ନ ହେଲେ ୧୬ରୁ ଆନ୍ଦୋଳନ ଧମକ

୨ ବର୍ଷ ହେଲା ବ୍ଳକ ପ୍ରଶାସନର ପ୍ରତିଶୃତିକୋଠା ଶେଷ ହେବା ସତ୍ୱେ ଉଦଘାଟନ ହୋଇନି ଦେଓଗାଁ, (ମନୀଷ କୁମାର ସାହୁ) : ଦୁଇ ବର୍ଷରୁ ଅଧିକ ହେଲା ଦେଓଗାଁ ବ୍ଳକର ଆଦିବାସୀ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ଡୁମ୍ବେରପିଟା ପଞ୍ଚାୟତର ଡୁମ୍ବେରପିଟା, ଚିପାକାନି, ସତୀଘାଟ, ପିଲାତିମହୁଲ ଓ
Read More...

ଧର୍ମପରାୟଣା ମହିଳାଙ୍କ ଅକାଳ ବିୟୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଗୁଡଖାପଲା ଗ୍ରାମର ଧର୍ମପରାୟଣା ମହିଳା ହେମାଙ୍ଗିନୀ ଦାଶ(୪୮)ଙ୍କ ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କ ଗାଁ ମଶାଣିରେ ଅନ୍ତିମ ସତ୍‌କାର କରାଯାଇଛି । ତାଙ୍କର ଜ୍ୟେଷ୍ଠ ପୁତ୍ର ଦୁର୍ଲ୍ଲଭ ଚରଣ
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଦେଓଗାଁ ଆଶ୍ରମରେ ସହାୟତା

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଆଜି ଦେଓଗାଁ, ସାଲେପାଲି ବୃଦ୍ଧାଶ୍ରମରେ ମଧ୍ୟାହ୍ନ ଭୋଜନ, ବସ୍ତ୍ର ବଣ୍ଟନ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ତେବେ ସ୍ୱାର୍ଗତ ବୁଲେଇ ଚରଣ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଏକାଦଶ ମଧ୍ୟ
Read More...

ମୁରସିଂ ଗାଁକୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ପାଇଁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ପରିଷଦ ସଭ୍ୟ ତଥା ଦେଓଗାଁ ବ୍ଳକ ୧୨ ନମ୍ବର ଜୋନର ସଭ୍ୟ ସୁଶୀଲ ଚାନ୍ଦ ଗତ ୨୦ ତାରିଖ ଦିନ ବଲାଙ୍ଗିର ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆରଡବ୍ୟୁଏସଏସଙ୍କୁ କେନ୍ଦ୍ର ସରକାରଙ୍କ ୧୫ ଆର୍ଥିକ କମିଶନ (ଟାଏଡ ଗ୍ରାଣ୍ଡ) ୨୦୨୦/୨୧
Read More...

ମେଦ ମିର୍ଦ୍ଧାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା ଗାଁର ସ୍ୱର୍ଗତ ଯୁଧିଷ୍ଠିର ମିର୍ଦ୍ଧାଙ୍କ ଧର୍ମପତ୍ନୀ ମେଦ ମିର୍ଦ୍ଧା(୭୫) ଗତ ରବିବାର ଦିନ ଇହଧାମ ତ୍ୟାଗ କରିଛନ୍ତି । ମେଦଙ୍କ ତିନି ପୁଅ, ତିନି ଝିଅ ଥିଲେ । ହେଲେ ତାଙ୍କ ମୃତ୍ୟୁ ସମୟରେ ବଡ ପୁଅ, ମଝିଆ ପୁଅ ସହ ବହୁ ଓ ନାତି
Read More...

ରକ୍ତଦାନ କରି କିଡନୀ ରୋଗୀଙ୍କ ଜୀବନ ବଞ୍ଚାଇଲେ ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀ

ଦେଓଗାଁ, (ମନୀଷ କୁମାର ସାହୁ) : ଭବାନୀପାଟଣା ମେଡିକାଲରେ ଜଣେ ରୋଗୀଙ୍କୁ ରକ୍ତ ଦରକାର ପଡ଼ିଥିବା ଖବର ପାଇ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ଗାଁର ରକ୍ତଦାତା ନିତ୍ୟାନନ୍ଦ ଷଡ଼ଙ୍ଗୀ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ
Read More...

ବିଜେପିର ୧୨ନଂ ଜୋନ ପକ୍ଷରୁ ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଅର୍ନ୍ତଗତ ସିଂହାମୁଣ୍ଡା ପଞ୍ଚାୟତର ଖଲିଆପାଲିରେ ଦେଓଗାଁ ବ୍ଲକ ବିଜେପି ୧୨ନଂ ଜୋନ୍‌ ମଣ୍ଡଳ ସଭାପତି ବାସୁଦେବ ସିଂ ନିନାଙ୍କ ନେତୃତ୍ଵରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...