pakka

ଏନ୍‌କେଏଫ୍‌ଏ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଘାଟିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଏନ୍‌କେଏଫଏ ଆନୁକୂଲ୍ୟରେ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜିର ପ୍ରଥମ ମ୍ୟାଚରେ ବରଲା ଦଳକୁ ହାତୀସରା ଦଳ ହରାଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଶିରାବାହାଲକୁ ଚନ୍ଦ୍ରପୁର ଦଳ ହରାଇଥିଲା । ଆଜିର ଖେଳଗୁଡ଼ିକୁ ଶାବକ ବାରିକ ପରିଚାଳନା କରିଥିବା ବେଳେ ଲାଇନ୍ ମ୍ୟାନ ଭାବେ ଶନି ବେହେରା ଓ ସୌରଭ ଦଳାଇ ଦାୟିତ୍ଵ ତୁଲାଇଥିଲେ । ମୁଖ୍ୟ ଅତିଥି ଭାବେ ଚିତ୍ତ ରଞ୍ଜନ ପଣ୍ଡା, ସିଦ୍ଧେଶ୍ୱର ବାଗ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

7 + 1 =