pakka

ଶାନ୍ତି ମିଶ୍ରଙ୍କ ପରଲୋକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ରାଏପାଲି ଗାଁର ଶାନ୍ତି ମିଶ୍ର (୭୨)ଙ୍କ ଆଜି ଭୋର ୩.୩୦ରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିବାରୁ ବରଗଡ଼ ବିକାଶ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତାଙ୍କର ଦୁଇପୁଅ ବିଜୟ, ସଂଜୟ ଓ ଚାରି ଝିଅ । ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ତାଙ୍କ ବଡ଼ ପୁଅ ବିଜୟ ମିଶ୍ର ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

4 × 3 =