pakka

ଦେଓଗାଁ ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଶେଷ : ଉପାଧ୍ୟକ୍ଷା ହେଲେ ସୂର୍ଯ୍ୟକାନ୍ତି ଛତ୍ରିଆ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ କିଏ ହେବେ ଉପାଧ୍ୟକ୍ଷ ତାହାକୁ ନେଇ ହୋଇଥିବା କଳ୍ପନା ଜଳ୍ପଳା ବୁଧବାର ଶେଷ ହୋଇଛି । ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଶେଷ ହେବା ପରଠୁ କିଏ ଉପାଧ୍ୟକ୍ଷ ପଦବୀକୁ ନେଇ ବିଭିନ୍ନ ଆଲୋଚନା ଲାଗି ରହିଥିଲା । ପରିଶେଷରେ କଂଗ୍ରେସ ସମର୍ଥିତ ତଥା ଅର୍ଜୁନପୁର ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସୂର୍ଯ୍ୟକାନ୍ତ ଛତ୍ରିଆ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ସୂର୍ଯ୍ୟକାନ୍ତି ଛତ୍ରିଆ ୧୪ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତ୍ତମ ପ୍ରତିଦ୍ଵନ୍ଦି ବିଜେଡି ସମର୍ଥିତ ତଥା ଉଡାର ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ଆନନ୍ଦିନୀ ଦଲାଇ ୧୨ଖଣ୍ଡ ଭୋଟ ପାଇଥିଲେ ।

jay balangir
Leave A Reply

Your email address will not be published.

9 − one =

error: Content is protected !!