pakka

ଦେଓଗାଁ ବ୍ଲକ୍ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

l2

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବ୍ଲକ୍ ସଭାପତି ଭାବେ ଦିନବନ୍ଧୁ ମନହିରା, ସମ୍ପାଦକ ସମ୍ପଦ ପୋଢ଼, ଉପସଭାପତି ମନୋଜ ଚନ୍ଦନ, କାର୍ଯ୍ୟକାରୀ ସଭାପତି ଶଙ୍କର ମଲ୍ଲିକ, ସହ ସମ୍ପାଦକ ପରମେଶ୍ୱର ରାଉତ, କୋଷାଧ୍ୟକ୍ଷ ପ୍ରଶାନ୍ତ ପଣ୍ଡାଙ୍କୁ ଚୟନ କରାଯାଇଛି । ଉପଦେଷ୍ଟା କମିଟିର ସଭ୍ୟ ଭାବେ ଗଣ୍ଡାରାମ୍ କପାଟ୍, ଗିରିଧାରୀ ମନହୀରା, ବଂଶୀଧର ବଗର୍ତ୍ତି ମନୋନୀତ ହୋଇଥିଲେ । ଯୁବ ଯାଦବ କମିଟିର ସଭାପତି ଭାବେ ପାଲେଶ୍ୱର୍ ବାଗ, ସମ୍ପାଦକ ଭ୍ରମର ହାତୀ, ସଭ୍ୟ ବାସୁଦେବ ଷାଣ୍ଢ, ଉମାରଞ୍ଜନ ବାଗଙ୍କୁ ଚୟନ କରାଯାଇଥିଲା ।

pp
Leave A Reply

Your email address will not be published.

3 × 4 =