Browsing Tag

deogaon news

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପିପଲପଦରକୁ ହରାଇ ସିକୁଆଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ହୋଇଆସୁଥିବା କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟମୀ ଭୋଇ, ପ୍ରଭାସ ବେହେରା, ଲକ୍ଷ୍ମୀ
Read More...

ଦେଓଗାଁ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପୁଳସଖଣ୍ଡକୁ ହରାଇ ଦେଓଗାଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ନେହେରୁ ଖେଳ ପଡ଼ିଆରେ ଗତ ୩ଦିନ ଧରି ହୋଇ ଆସୁଥିବା କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୬ଟି ଦଳ ଭାଗ ନେଇଥିଲେ । ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ମ୍ୟାଚରେ ଦେଓଗାଁ ଦଳ ଖରଲକାନୀକୁ ହରାଇଥିବା ବେଳେ
Read More...

ଓମ୍ ସାଇ ରାମ୍ କ୍ରିକେଟ ପ୍ରତିଯୋଗିତା : କୁମ୍ଭାରୀକୁ ହରାଇ ସେମି ଫାଇନାଲରେ କୁଠୁର୍ଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇ ରାମ୍ କ୍ରିକେଟ କମିଟି ପକ୍ଷରୁ ଅନୁଷ୍ଠିତ ହେଉଥିବା କ୍ରିକେଟ ପ୍ରତିଯୋଗିତା ଆଜି ତୃତୀୟ ଦିନରେ ପହଞ୍ଚିଛି । ପ୍ରତିଯୋଗିତାର ଆଜିର ପ୍ରଥମ ମ୍ୟାଚରେ ପୁଳସଖଣ୍ଡ ଓ କୁମ୍ଭାରି ମଧ୍ୟରେ ହୋଇଥିଲା । ଏହି
Read More...

ଦେଓଗାଁ ବ୍ଲକ ଆଦିବାସୀ ସଂଘର ଜରୁରୀ ବୈଠକ

ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ସହ ୫ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ସାମାଜିକ ବାସନ୍ଦବିଜେଡ଼ି ପ୍ରାର୍ଥୀଙ୍କ ଶାଶୁଙ୍କ ଶବ ପଡ଼ିରହିଲା ୫ଘଣ୍ଟା, ସଂଘର ନିଷ୍ପତ୍ତି ପରେ ଉଠିଲା ଶବ : ଅପରାହ୍ନରେ ହେଲା ସତ୍କାର ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନରେ ସରକାର ସରପଞ୍ଚ ଓ
Read More...

ପିକେ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଭୁତିଆରବାହାଲ ଚମ୍ପିଆନ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାରସମାଲ ପଞ୍ଚାୟତର ପୁଲସଖଣ୍ଡ ଗ୍ରାମରେ ପି.କେ. ଷ୍ଟାରକ୍ଲବ୍ ଆନୁକୂଲ୍ୟରେ ପଞ୍ଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୨୧/୦୧/୨୦୨୧ରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ ହୋଇଛି
Read More...

ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ସୋମବାର ଦିନ ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାମଲ ଓ ମମୀର ସାଗର, ସାନନ୍ଦ ଷଡ଼ଙ୍ଗୀ, ଗତିକୃଷ୍ଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଣିଷ ସମାଜର
Read More...

ଘୁଡ଼ଖାପଲା ପଞ୍ଚାୟତର ସରପଞ୍ଚ ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ଜୀବନୀ ଦାଶ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଦେଓଗାଁ ବ୍ଳକ ଘୁଡ଼ଖାପଲା ସରପଞ୍ଚ ଭାବେ ଜୀବନୀ ଦାଶ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ସରକାରୀ ଭାବେ ଘୋଷଣା ହୋଇ ନଥିଲେ ମଧ୍ୟ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରଥମ ଦିନରେ
Read More...

ଓମ୍ ସାଇରାମ୍ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ ଦିନରେ ପିପଲପଦର ବିଜୟୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ସିଲେଟକାନିରେ ଓମ୍ ସାଇରାମ୍ କ୍ରିକେଟ କମିଟି ପକ୍ଷରୁ ଏକ କ୍ରିକେଟ ପ୍ରତିଯୋଗିତା ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ପ୍ରଭାସ ବେହେରା ଯୋଗ ଦେଇ
Read More...

ଦେଓଗାଁ ବ୍ଲକରେ ଦ୍ଵିତୀୟ ଦିନରେ ୭ୱାର୍ଡ ସଭ୍ୟ, ୪ ସରପଞ୍ଚ ସହ ଜଣେ ସମିତି ପ୍ରାର୍ଥୀ କଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଦେଓଗାଁ, (ମନୀଷ କୁମାର ସାହୁ) : ନିର୍ବାଚନ କମିଶନଙ୍କ ବିଜ୍ଞାପନ ଅନୁସାରେ ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୨ୟ ଦିନ ଥିଲା । ଏହି ଦିନ ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ପ୍ରତ୍ୟାହାର କାର୍ଯ୍ୟକ୍ରମ ବ୍ଳକ କାର୍ଯ୍ୟାଳୟରେ ଥିଲା । ବ୍ଳକ କାର୍ଯ୍ୟାଳୟରେ ୭ଜଣ ୱାର୍ଡ଼ ସଭ୍ୟ ସହ ୩ଜଣ
Read More...

ବାସୁଦେବଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ : ଗାଁ ଗାଁ ବୁଲି ସାହାଯ୍ୟ ମାଗୁଛନ୍ତି ଯୁବ ସଂଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ୩୨ବର୍ଷିୟ ଯୁବକ ବାସୁଦେବ ନାଏକ । ସେ କିଛି ଦିନ ହେଲା ଜଟିଳ ରୋଗରେ ଅସୁସ୍ଥ ଅଛନ୍ତି । ତାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବିଭିନ୍ନ ସମୟରେ ଉପରଝରର ଯୁବ ସଂଗଠନର ଉଦ୍ୟମରେ ଗାଁରେ ଟଙ୍କା ଆଦାୟ କରି ସାହାଯ୍ୟ କରୁଛନ୍ତି ।
Read More...