pakka

ନାଇକେନଶିରାରେ ବିରାଟ ପର୍ବ ନାଟକ ପରିବେଷଣ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ଗତ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବୈଶାଖ ଅକ୍ଷୟ ତୃତୀୟା ଅବସରରେ ବିରାଟ ପର୍ବ ପାଟକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୭୫ବର୍ଷ ଧରି ଏହି ବିରାଟ ପର୍ବ ହୋଇଆସୁଛି । ଏହି ଅବସରରେ ଗାଁର ଉପରପଡ଼ାର ଜଗନ୍ନାଥ କ୍ଲବର ସମସ୍ତ କଳାକାରମାନେ ମହାଭାରତ ବିରାଟ ପର୍ବକୁ ନେଇ ପାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନରେ ଜଗନ୍ନାଥ କ୍ଲବର ସମସ୍ତ କର୍ମକତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

six + ten =