pakka

ଦେବଙ୍ଗରେ ନାମଯଜ୍ଞ ଉଦ୍‌ଯାପିତ

bbehera

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ୍‌ ଦେବଙ୍ଗ ଗ୍ରାମରେ ଚାଲିଥିବା ଷୋହଳ ପ୍ରହର ନାମଯଜ୍ଞ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏଥିରେ କ୍ଷେତ୍ର ପୁଟେଲ ଓ ପତ୍ନୀ ସୁମିତ୍ରା ପୁଟେଲ କର୍ତ୍ତା, ଗୋପୀନାଥ ମହାପାତ୍ର ପୂଜକ, ରାମଚନ୍ଦ୍ର ତ୍ରିପାଠୀ, ବିପିନ ମହାପାତ୍ର, ଜପକ ଦାୟିତ୍ୱ ର୍ନିବାହ କରିଥିଲେ । ଆୟୋଜକ କମିଟି ସଭାପତି ଗଣାଧିପ ଦାସ, ଉପସଭାପତି ଈଶ୍ୱର ଭୋଇ, ସମ୍ପାଦକ ଲୁକେଶ୍ୱର ପୁଟେଲ, ସହସମ୍ପାଦକ ଛଦ୍ମମଣି ଦାସ, କୋଷାଧ୍ୟକ୍ଷ ସରୋଜ ରଞ୍ଜନ ନେଓରା, ଉପଦେଷ୍ଟା ଘିମାନ ଭୋଇ, ରାଜେନ୍ଦ୍ର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen + seven =