Browsing Tag

deogaon news

ଦେଓଗାଁ ବ୍ଲକ ୧୩ନଂ ଜିଳ୍ଲା ପରିଷଦ ଜୋନ : ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ପରେ ହେବ ଦ୍ଵିମୁଖି…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ୧୨ ଓ ୧୩ନଂ ଭାବେ ୨ଟି ଜିଲ୍ଲା ପରିଷଦ ଜୋନ । ହେଲେ ୧୨ନଂ ଜିଲ୍ଲା ପରିଷଦ ଜୋନ ଅପେକ୍ଷା ୧୩ନଂ ଜୋନ ରାଜନୀତି ପାଣିପାଗ ନିଆରା । ୧୩ନଂ ଜୋନରେ ଅଧିକ ସଂଖ୍ୟକ ଗାଁ, ଅଧିକ ଭୋଟର, ଅଧିକ ସଚେତନ ବ୍ୟକ୍ତି ଓ ସରକାରୀ କର୍ମଚାରୀ ସହ ବ୍ଲକ ସଦର
Read More...

୧୨ନଂ. ଜୋନରେ ବିଜେଡିର ପ୍ରଚାର ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ବିଜେଡିର ପ୍ରଚାର ବେଗ ବଢିଛି । ଶାଶୁଙ୍କ ଦେହାନ୍ତ ପାଇଁ ପ୍ରଚାର କରିପାରୁ ନଥିଲେ ୧୨ ନମ୍ବର ଜୋନର ବିଜେଡି ଜିଲା ପରିଷଦ ପ୍ରାର୍ଥୀ ମମତା କୁମୁରା । ସିକୁଆଁ ଶିବ ମନ୍ଦିରରୁ ଦଳୀୟକର୍ମୀଙ୍କୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି ମମତା । ସେ ସିକୁଆଁ,
Read More...

ଅଙ୍ଗନୱାଡି କେନ୍ଦ୍ରରୁ ଚୋରି ଉଦ୍ୟମ : ପାଖେଇ ଆସୁଛି ନିର୍ବାଚନ ବଢୁଛି ଚୋରି, ପୁଲିସ ପେଟ୍ରୋଲିଂ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁର ଅଙ୍ଗନବାଡି କେନ୍ଦ୍ରରେ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି । ଅଙ୍ଗନୱାଡି କେନ୍ଦ୍ରରେ ତାଲା ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିବା ବେଳେ କୌଣସି କାରଣ ପାଇଁ
Read More...

ଦେଓଗାଁ ବ୍ଲକରେ ପୋଷ୍ଟର ଚିରା ରାଜନୀତି ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୨୨ ତାରିଖ ଦିନ ଦେଓଗାଁ ବ୍ଲକ୍‌ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଛି । ମୁଖ୍ୟତଃ ବିଜେଡି ଓ କଂଗ୍ରେସ ଦଳ ସମର୍ଥିତ ସିମିତି ସଭ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଛି । ଏଥିପାଇଁ
Read More...

ଘରୁ ଲୁହା ରଡ଼, ସିମେଣ୍ଟ, ପ୍ଳାଏ ଉଡ ଚୋରି ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଘର ନିର୍ମାଣ ପାଇଁ ରଖାଯାଇଥିବା ଉପକରଣକୁ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଘରୁ ସିମେଣ୍ଟ, ଲୁହା ରଡ଼, ପ୍ଳାଏ ଉଡ୍ ଚୋରି ହୋଇଥିବା ନେଇ ଗତକାଲି ଦେଓଗାଁ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଦେଓଗାଁ ବ୍ଲକ କୁତୁର୍ଲା
Read More...

ବୀର ବଜରଙ୍ଗବଲି ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ଘସିଏନକୁ ହରାଇ ଲୁଚକିବନ୍ଧ ଚାମ୍ପିୟାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଲ୍ଲିଶ୍ରୀ ହାଇସ୍କୁଲ ପଡ଼ିଆରେ ସପ୍ତମ ବୀର ବଜରଙ୍ଗବଲି ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହେଇଯାଇଛି । ଶେଷ ଦିବସରେ ଲୁଚକିବନ୍ଧ ଓ ଘସିଏନ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଫାଇନାଲ୍ ମ୍ୟାଚରେ ଲୁଚକିବନ୍ଧ ଦଳ
Read More...

ଆଠଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ତଥା ବଲାଙ୍ଗିର ଜିଳ୍ଲା ପୁଇଁନ୍ତଲା ବ୍ଲକ ଆଠଗାଁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଗଲ କିଶୋର ମେହେର ଗତକାଲି ଅବସର ଗ୍ରହଣ କରିଛନ୍ତି । ସେ ଗତ ୧୯୮୧ ମସିହା ଡିସେମ୍ବର ୧ତାରିଖ ଦିନ ଦେଓଗାଁ ବ୍ଳକ ଧଣ୍ଡାମାଲ
Read More...

ଭୁଲିଗଲେ ମାନବିକତା : ସାମାଜିକ କଟକଣା ଯୋଗୁଁ ପଡ଼ିରହିଲା ଶବ, ମାହେଶ୍ୱରୀ ସଂଗଠନର ସହଯୋଗରେ ହେଲା ଶବ ସତ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ସକାଳ ଭୋର ବେଳକୁ ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ କୁଡାସିଂହାର ଅସହାୟ ବୃଦ୍ଧା ଜାୟଗ ମଲ୍ଲିକଙ୍କ ତାଙ୍କ ଘରେ ଦେହାନ୍ତ ହୋଇଥିଲା । ହେଲେ ସାମାଜିକ କଟକଣା ଯୋଗୁଁ ଦୀର୍ଘ ସମୟ ଧରି ଶବ ଘରେ ପଡିରହିଥିଲା । ସ୍ଥାନୀୟ ମାହେଶ୍ଵରୀ ସଂଗଠନର କୁଡାସିଂହା
Read More...

୧୦ମ କେଡିସିସି କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ବନ୍ଧପଡ଼ାକୁ ହରାଇ ଭୂତିଆରବାହାଲ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ାରେ ୧୦ମ କେଡିସିସି କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ବନ୍ଧପଡ଼ା ଓ ଭୂତିଆରବାହାଲ ମଧ୍ୟରେ ହୋଇଥିଲା । ଏହି ମ୍ୟାଚକୁ ଭୂତିଆରବାହାଲ୍ ୨୫ ରନ୍‌ରେ ଜିତି ଚାମ୍ପିଅନ ହୋଇଛି । ଏହି ମ୍ୟାଚକୁ ଚିମନ୍
Read More...

ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ, ୫‌ ବର୍ଷରେ ଥରେ ପରିବାରରେ ଭାଇ ଭାଇ ମଧ୍ୟରେ ବିବାଦ : ଭୋଟ ପାଇଁ ମଦ, କୁକୁଡ଼ା…

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତି ଦୁଇ ବର୍ଷରେ ଥରେ ସାଧାରଣ ଓ ତ୍ରିସ୍ତରୀୟ ନିର୍ବାଚର ସମ୍ମୁଖୀନ ହୋଇଥାନ୍ତି ସାଧାରଣ ଲୋକମାନେ । ହେଲେ ସାଧାରଣ ନିର୍ବାଚନ ଠାରୁ ତ୍ରିସ୍ତରୀୟ ନିର୍ବାଚନ ଟିକିଏ ନିଆରା । ଯେହେତୁ ଏହି ନିର୍ବାଚନରେ ତଳ ସ୍ତରରୁ ଅର୍ଥାତ ୱାର୍ଡ ସଭ୍ୟ ଠାରୁ ଆରମ୍ଭ
Read More...