Browsing Tag

deogaon news

ଏନ୍‌କେଏଫ୍‌ଏ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଏନ୍‌କେଏଫଏ ଆନୁକୂଲ୍ୟରେ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜିର ପ୍ରଥମ ମ୍ୟାଚରେ ବରଲା ଦଳକୁ ହାତୀସରା ଦଳ ହରାଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଶିରାବାହାଲକୁ ଚନ୍ଦ୍ରପୁର ଦଳ ହରାଇଥିଲା । ଆଜିର ଖେଳଗୁଡ଼ିକୁ
Read More...

ଆଜି ସକାଳ ୮ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଦେଓଗାଁ ବ୍ଲକରେ ବିଦ୍ୟୁତ କାଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଆଜି ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଜଣାପଡିଛି । ୧୩୨/୩୩କେଭି ଓପିଟିସିଏଲ୍ ତରଫରୁ ଗ୍ରିଡରେ ମରାମତି କାମ ଥିବାରୁ ଆଜି ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେବା ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା
Read More...

ବୁଢ଼ାବାହାଲ ତ୍ରିମୂର୍ତ୍ତି କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ବଲାଙ୍ଗିର ଗାନ୍ଧୀନଗରପଡ଼ାକୁ ହରାଇ ଟିଟିଲାଗଡ଼…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବୁଢ଼ାବାହାଲରେ ତ୍ରିମୂର୍ତ୍ତି ଡିଉଚ୍ ବଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଟିଟଲାଗଡ ଓ ବଲାଙ୍ଗିରର ଗାନ୍ଧୀନଗରପଡ଼ା ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ଟିଟିଲାଗଡ଼ ଦଳ ବିଜୟୀ ହୋଇ ଚାମ୍ପିଅନ
Read More...

ସରପଞ୍ଚ ପଦବୀ ପାଇଁ ଅଜା-ନାତିଙ୍କ ଲଢ଼େଇ : ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅର୍ନ୍ତଯ୍ୟାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଗ୍ରାମାଞ୍ଚଳରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର ପ୍ରସାର । କେଉଁଠି ଚିହ୍ନା ମୁହଁ ପ୍ରାର୍ଥୀ ପ୍ରଚାର କରୁଛନ୍ତି ତ ପୁଣି କେଉଁଠି ମଇଦାନକୁ ଓହ୍ଲାଇଛନ୍ତି ନୁଆଁ ଚେହେରା । ହେଲେ ଦେଓଗାଁ ବ୍ଲକ ବଡ଼ବନ୍ଧ
Read More...

ଚିନିକଳ କାର୍ଯ୍ୟକ୍ଷମ ଧାରଣା ୧୬୨ ଦିନରେ : ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଘେରାଉ ଚେତାବନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୮ବର୍ଷ ହେଲା ବନ୍ଦ ପଡ଼ିଥିବା ବଲାଙ୍ଗିର ଜିଲ୍ଲା ତଥା କେବିକେ ଅଞ୍ଚଳର ଏକ ମାତ୍ର ଶିଳ୍ପକ୍ଷେତ୍ର ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ନେଇ ଚାଲିଥିବା ଧାରଣା ଶୁକ୍ରବାର ଦିନ ୧୬୨ ଦିନରେ ପହଂଚିଛି । କୌଣସି
Read More...

ମହଲାଇ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ସମାପ୍ତି ହୋଇଯାଇଛି । ପୂଜା କର୍ତ୍ତାଭାବେ ମୋତିଲାଲ ମାଝୀ, ତାଙ୍କ ଧର୍ମପତ୍ନୀ ଚାରୁଲତା ମାଝୀ ଓ ସୂର୍ୟ୍ୟ ତ୍ରିପାଠୀ ପୂଜକ ଦାୟିତ୍ଵ ତୁଲାଇଥିଲେ । ଆଲୋକ ସାହୁ, ରୋହିତ ବିଶ୍ଵାଳ,
Read More...

ଶାନ୍ତି ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ରାଏପାଲି ଗାଁର ଶାନ୍ତି ମିଶ୍ର (୭୨)ଙ୍କ ଆଜି ଭୋର ୩.୩୦ରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିବାରୁ ବରଗଡ଼ ବିକାଶ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତାଙ୍କର ଦୁଇପୁଅ ବିଜୟ, ସଂଜୟ ଓ ଚାରି ଝିଅ । ଗାଁ
Read More...

ସର୍ଗିପାଲି ମାହେଶ୍ୱରୀ ଗୁଡ଼ି ପୂଜକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହାଲାଇ ପଞ୍ଚାୟତ ସର୍ଗିପାଲି ମାହେଶ୍ୱରୀ ଗୁଡ଼ିର ପୂଜକ କୃଷ୍ଣଚନ୍ଦ୍ର ପଧାନଙ୍କ ଗତକାଲି ଦିନ ପରଲୋକ ହୋଇଯାଇଛି । ଦେ ବହୁଦିନ ଧରି ବୃଦ୍ଧାବସ୍ଥା ଓ ଅସୁସ୍ଥ ଥିବାରୁ ଘରେ ଚିକିତ୍ସା ହେଉଥିଲେ । ତାଙ୍କ ୬ପୁଅ ଥିଲେ । ଗାଁ ମଶାଣିରେ ତାଙ୍କ
Read More...

ଜାତୀୟ ରାଜପଥ କଡ଼ରେ ବେଦାନ୍ତ ଗାଡ଼ି ଦୁର୍ଘଟଣାଗ୍ରସ୍ତ 

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ୨୬ ନଂ.ର ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ଓ ପୋନି ସୁଗର କଲୋନୀ ନିକଟରେ ଏକ ବେଦାନ୍ତ ଗାଡ଼ି (ଏନଏଲ ୦୧ ୬୬୭୯) ଗତ ମଙ୍ଗଳବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଗାଡ଼ିଟି ଝାରସୁଗୁଡ଼ାରୁ ରାୟଗଡ଼ା ପଟକୁ
Read More...

ଦେଓଗାଁ ସ୍ଥିତ ବନ୍ଦ ପଡିଥିବା ବିଜୟାନନ୍ଦ ଚିନିକଳ କାର୍ଯ୍ୟକ୍ଷମ ଦାବୀ : ୧୨୬ ଦିନରେ ପହଂଚିଲା ଅନିଶ୍ଚିତକାଳୀନ ଧାରଣା

ଦେଓଗାଁ, (କେପିଏନ୍‌ଏସ୍‌) : ବର୍ତ୍ତମାନ ଦେଓଗାଁ ସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଗତ ୧ ସେପ୍ଟେମ୍ବର ୨୦୨୧ ଠାରୁ ଚିନିକଳ ସମ୍ମୁଖରେ ଆଜିକୁ ୧୬୫ ଦିନ ଅନିଶ୍ଚିତକାଳୀନ ଧାରଣା ଜାରି ରହିଛି । ଯେପର୍ଯ୍ୟନ୍ତ ସରକାର ଚନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନ ନେବା ସେ
Read More...