ବହଲିରେ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଯାପିତ : ଲଣ୍ଡାପଥରକୁ ହରାଇ ଦେଓଗାଁ ଚାମ୍ପିଅନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ବହଲି ଗାଁରେ ଶୁକ୍ରବାର ଦିନ ଏକ ଦିବସୀୟ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡମ୍ବରୁଧର ହରପାଲ ଯୋଗ ଦେଇଥିବା ବେଳେ ଉଦ୍ଯାପନୀ ଉତ୍ସବରେ କୃଷ୍ଣ ସେଠ୍!-->…
Read More...
Read More...