Browsing Tag

deogaon news

ଦେଓଗାଁ ବ୍ଲକରେ କେଉଁ ଦଳର ସମର୍ଥିତ ପ୍ରାର୍ଥୀ ହେବେ ଅଧ୍ୟକ୍ଷ : ହିସାବ ନିକାଶରେ ବ୍ୟସ୍ତ ପ୍ରାର୍ଥୀ ଓ ଜନତା

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଦିନକ ପରେ ଭୋଟ ବାକ୍ସ ଖୋଲିବ ଏବଂ ପ୍ରାର୍ଥୀଙ୍କ ଭାଗ୍ୟଫଳ ସ୍ପଷ୍ଟ ହେବ । ତା' ପୂର୍ବରୁ ଏବେ ପ୍ରାର୍ଥୀ ଓ ଜନତାଙ୍କ ଭିତରେ ଫଳ ଜାଣିବାକୁ ପ୍ରବଳ ଉତ୍କଣ୍ଠା । ସମସ୍ତେ ହିସାବ ନିକାଶରେ ବ୍ୟସ୍ତ ।
Read More...

ପୂର୍ବ ସରପଞ୍ଚ ସଦାନନ୍ଦ ସିଂ ନିନାଙ୍କ ପତ୍ନୀ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବନ୍ଧପଡ଼ା ଗାଁର ଗୌନ୍ତିଆ ତଥା ଏହି ଅଞ୍ଚଳର ଅତି ଜଣାଶୁଣା ଲୋକ ତଥା ଅବିଭକ୍ତ ବନ୍ଧପଡ଼ା ପଞ୍ଚାୟତରେ ଲଗାତର ଭାବେ ୩ଥର ସରପଞ୍ଚ ଥିବା ସଦାନନ୍ଦ ସିଂନନାଙ୍କ ପତ୍ନୀ ନଳିନୀ ସିଂନିନା(୮୦)ଙ୍କ ଗୁରୁବାର ଅପରାହ୍ନରେ ବଲାଙ୍ଗିର ଭୀମ ଭୋଇ ସରକାରୀ
Read More...

ଜାତୀୟ ରାଜପଥ କଡ ତେନ୍ତୁଳି ଗଛକୁ ପିଟିଲା କାର : ୧ ମୃତ, ୧ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିଗୁମା ୨୬ନଂ ଜାତୀୟ ରାଜପଥର ବଲାଙ୍ଗିର ଦେଓଗାଁ ରାସ୍ତାର ଘୁଚିପାଲି ଛକ ନିକଟରେ ଗତକାଲି ଅପରାହ୍ନ ୫ଟା ସମୟରେ ଏକ ମାରୁତି ସୁଇପ୍ଟ (ଓଡି୦୮କ୍ୟୁ ୮୩୦୯) ଗାଡ଼ି ବଲାଙ୍ଗିର ପଟରୁ ଦୃତ ଗତିରେ ଆସି ଏକ ତେନ୍ତୁଳି ଗଛରେ ପିଟି ଦୁର୍ଘଟଣାଗ୍ରସ୍ତ
Read More...

ଅସୁସ୍ଥ ପ୍ରିଜାଇଡିଂ ଅଫିସରଙ୍କ ଦାୟିତ୍ଵ ନେଇ ସମ୍ମାନିତ ହେଲେ ପ୍ରିଜାଇଡିଂ ଅଫିସର

ଦେଓଗାଁ, (ମନୀଷ କୁମାର ସାହୁ) : ସରକାରଙ୍କ ନିର୍ଦ୍ଦେଶ ମୁତାବତ ଭୋଟ ଦାନ କେନ୍ଦ୍ରରେ ନିଯୁକ୍ତି ହୋଇଥିଲେ ଜଣେ ପ୍ରିଜାଇଡିଂ ଅଫିସର । ସେ ନିର୍ଦ୍ଦେଶ ଅନୁସାରେ ବ୍ଲକରେ ଯୋଗଦେଇ ଭୋଟଦାନ କେନ୍ଦ୍ରରେ ମଧ୍ୟ ପହଞ୍ଚିଥିଲେ । ହେଲେ ରାତିରେ ଅସୁସ୍ଥ ହେବାରୁ ତାଙ୍କୁ ଡ଼ାକ୍ତରଖାନାକୁ
Read More...

ଭିନ୍ନ ଭିନ୍ନ କେନ୍ଦ୍ରରେ ଭୋଟ ଦେଲେ ସ୍ଵାମୀ ସ୍ତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ଵାମୀ, ସ୍ତ୍ରୀଙ୍କ ଅଲଗା ଅଲଗା ମତଦାନ କେନ୍ଦ୍ର ବଡ଼ ଆଶ୍ଚର୍ଯ୍ୟ କଥା । ଏପରି ଘଟଣା ଦେଖାଯାଇଛି ଦେଓଗାଁ ବ୍ଳକ ଖୋଦ ଦେଓଗାଁ ପଞ୍ଚାୟତ କଛାରପାଲି ଗାଁରେ । ଗତକାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦେଓଗାଁ ପଞ୍ଚାୟତ କଛାରପାଲି ଗାଁର
Read More...

ଭୋଟର ଲିଷ୍ଟରେ ନାଁ ନଥିବାରୁ ନିରାଶରେ ଫେରିଲେ ବହୁ ନୂତନ ମତଦାତା

ଦେଓଗାଁ, (ମନୀଷ କୁମାର ସାହୁ) : ଭୋଟର ଲିଷ୍ଟରେ ନାଁ ନଥିବାରୁ ନିରାଶ ବହୁ ନୂତନ ମତଦାତା ନିରାଶ ହୋଇ ଫେରିଥିବା ଜଣାପଡିଛି । ନୂତନ ମତଦାତାଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବା ପାଇଁ କିଛି ବୁଥକୁ ପିଙ୍କ ବୁଥ କରି ସେଲଫି ଜୋନର ବ୍ୟବସ୍ଥା କରାଯାଇଛି । ହେଲେ ବହୁ ନୂଆଁ ଭୋଟରଙ୍କ ନାଁ
Read More...

ଦେଓଗାଁ ବ୍ଲକରେ ପଞ୍ଚାୟତ ନିର୍ବାଚନ ଶେଷ : ୩୧୩ଟି କେନ୍ଦ୍ରରେ ୬୧ହଜାର ୨୧୧ଜଣ କଲେ ମତଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗତକାଲି ଶେଷ ହୋଇଯାଇଛି । ୨୬ଟି ପଞ୍ଚାୟତରେ ଥିବା ୭୫ ହଜାର ୫୪୪ ଜଣ ମତଦାତାଙ୍କ ମଧ୍ୟରୁ ୩୧ ହଜାର ୩୭୫ ପୁରୁଷ ଓ ୨୯ହଜାର ୮୩୬ଜଣ ମହିଲା ମୋଟ ଭାବେ ୬୧ ହଜାର ୨୧୧ଜଣ ମତଦାନ କରିଛନ୍ତି । ଯାହାକି ମୋଟ
Read More...

ନିର୍ବାଚନ ଡ୍ୟୁଟିରେ ଯାତ୍ରୀବାହୀ ବସ : ଅସୁବିଧାରେ ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ଗାଁ ଗାଁରେ ନିର୍ବାଚନୀ ମାହୋଲ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ଆସନ୍ତାକାଲି ବଲାଙ୍ଗିର ସଦର ବ୍ଲକ୍, ଦେଓଗାଁ ଓ ଗୁଡ଼ଭେଲା ବ୍ଲକରେ ନିର୍ବାଚନ ହେବାର ରହିଛି । ଲୋକେ ନିଜ ନିଜ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । ହେଲେ ନିର୍ବାଚନ ଡ୍ୟୁଟିରେ ବହୁ
Read More...

ଦେଓଗାଁ ବ୍ଲକରେ ଶେଷ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି : ୩୧୩ କେନ୍ଦ୍ରରେ ୪୧୯ ପ୍ରାର୍ଥୀଙ୍କ ଭାଗ୍ୟ…

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଦେଓଗାଁ ବ୍ଳକରେ ହେବ । ନିର୍ବାଚନ କମିଶନଙ୍କ ନିର୍ଦେଶ କ୍ରମେ ରବିବାର ଅପରାହ୍ନରେ ଦେଓଗାଁ ବ୍ଳକରେ ହେବାକୁ ଥିବା ନିର୍ବାଚନର ପ୍ରଚାର ଶେଷ ହୋଇଯାଇଛି । ଆସନ୍ତାକାଲି ସକାଳ
Read More...

ଜାତୀୟ ରାଜପଥରେ ମାଲବାହୀ ଯାନ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ୨୬ନଂ ଜାତୀୟ ରାଜପଥର ଦେଓଗାଁ ସଇଁତଲା ରାସ୍ତା ବହଲି ଛକ ନିକ‌ଟରେ ରାସ୍ତା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଚାଳକ । ଗତକାଲି ରାତିରେ କଟକରୁ ବାହାରି କୋରାପୁଟ ଅଭିମୁଖେ ଯାଉଥିବା (ଓଡ଼ି୦୫ ଏଡ଼ବ୍ଲ୍ୟୁ ୯୧୨୭) ଏକ ମାଲ
Read More...