ଡାହିମାଲରେ ୫୨ ଜଣଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ ପ୍ରମାଣ ପତ୍ର ବଣ୍ଟନ
ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୫ ତାରିଖ ଦିନ ଦେଓଗାଁ ବ୍ଲକ ଲଣ୍ଡାପଥର ପଞ୍ଚାୟତର ଡାହିମାଲ ଗାଁରେ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରାର ସହାୟତାରେ ଓ ବାଏଫ ଦ୍ୱାରା ପରିଚାଳିତ ଜଳସମୃଦ୍ଧି ଯୋଜନା ଆନୁକୂଲ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଏହି!-->…
Read More...
Read More...