ସାଲେପାଲିରେ ତିନି ଠାକୁରଙ୍କ କଳକୀ ଅବତାର ଓଡିଶା By Koshala Prabaha On Saturday 9th July 2022, 11:06 am Share ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ମଙ୍ଗଳବାର ତିନି ଠାକୁରଙ୍କ କଳକୀ ଅବତାର କରାଯାଇଥିଲା । ଏହି ଅବତାରକୁ ଦର୍ଶନ କରିବାକୁ ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ । deogaon news