Browsing Tag

deogaon news

ଉଡାର ଏକ ଦିବସୀୟ ସର୍କିଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆଁପାଲିକୁ ହରାଇ ବଲାଙ୍ଗିର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ସ୍କୁଲ ଖେଳ ପଡ଼ିଆରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସାଗରପାଲି, ତେଲପାଲି, ଖୁଜେନପାଲି, ସିନ୍ଦିରାବାହାଲି, କୁକୁରଖାଇ, ନୂଆଁପାଲି, ବଲାଙ୍ଗିର ଓ ଉଡାର ଦଳ ଭାଗ ନେଇଥିଲେ ।
Read More...

ଲାନ୍ଥବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ଗୁଛେପରାକୁ ହରାଇ ଦେଷଣ୍ଢ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ସଇଁତଳା ବ୍ଲକ କେଓମାଲରେ ଲାନ୍ଥବୁଢ଼ା କ୍ରିକେଟ ପ୍ରତିଯୋଗିତା ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ସିଂହାମୁଣ୍ଡାକୁ ହରାଇ ଦେଷଣ୍ଢ ଓ ଦ୍ଵିତୀୟ ସେମି ଫାଇନାଲରେ ରାନୀଦୋରକୁ ହରାଇ ଗୁଛେପରା ଦଳ ଫାଇନାଲକୁ ପ୍ରବେଶ
Read More...

କୁଡାସିଂହା ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ଵ ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ କୁଡ଼ାସିଂହା ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ଭାବେ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ସାହୁ ଆଜି ଦାୟିତ୍ଵ ନେଇଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମ ମୋହନ ବଢେଇଙ୍କ ଉପସ୍ଥିତିରେ ପୂର୍ବ ସରପଞ୍ଚ କପିଳ ନନ୍ଦଙ୍କଠାରୁ
Read More...

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଗତକାଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ.ସୁରେଶ ପ୍ରସାଦ ଷଡଙ୍ଗୀ ପରିଚାଳନାରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର
Read More...

ଛତାପିପଲରେ ମହିମା ଯଜ୍ଞ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ବନ୍ଧପଡ଼ା ପଞ୍ଚାୟତର ଛତାପିପଲ ହରିଜନପଡ଼ାରେ ଗତ ସୋମବର ଦିନ ଆରମ୍ଭ ହୋଇଥିବା ମହିମାଯଜ୍ଞ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଯଜ୍ଞରେ ଗାଁର ଶତୃଘ୍ନ ନାଗ ଓ ଶ୍ରୀମତୀ ଶାଖା ନାଗ ଯଜ୍ଞକର୍ତ୍ତା ଭାବେ ଦାୟିତ୍ୱ ନେଇଥିବା ବେଳେ
Read More...

ସ୍ୱର୍ଗତଃ ଗୁଣନିଧି ଚୌଧୁରୀଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ ଭୂତିଆରବାହାଲର ଗୁଣନିଧି ଚୌଧୁରୀଙ୍କ ପରଲୋକରେ ଗତକାଲି ସ୍ଥାନୀୟ ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କିଶୋର ନନ୍ଦଙ୍କ ଆବାହକତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଚ୍ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ
Read More...

କୁତୁର୍ଲା ଧ୍ରୁବ ଆନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାଇକଲ ଷ୍ଟାଣ୍ଡ ଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ସ୍ଥିତ ଧ୍ରୁବ ଆନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏକ ସାଇକେଲ ଷ୍ଟାଣ୍ଡ ଉଦ୍‌ଘାଟିତ ହୋଇଯାଇଛି । ଏହି ସାଇକେଲ ଷ୍ଟାଣ୍ଡକୁ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁର ଏଲିସ୍ ହରପାଲ୍ ମହାବିଦ୍ୟାଳୟକୁ ଦାନ କରିଥିବା ବେଳେ କସରତ
Read More...

ଲୋକଗୀତରେ ଅର୍ଜୁନ ନନ୍ଦ ଓ ଗଣ୍ଡାବଜା ଗବେଷକରେ ପ୍ରକାଶ ନନ୍ଦଙ୍କୁ ବିକେଏସ୍‌ଏସ୍‌ ପକ୍ଷରୁ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଅପରାହ୍ନ ୩ଟା ସମୟରେ ଦେଓଗାଁ ବ୍ଳକ କଳା ଓ ସଂସ୍କୃତି ସଂଘ ପକ୍ଷରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ପ୍ରକୋ‌ଷ୍ଠରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ କଳା ଓ ସଂସ୍କୃତି ସଂଘର ଉପସଭାପତି କଳାକାର ସୁଦାମ ବିଶି
Read More...

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଶୈବପୀଠରେ ଜାଗର ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ମହା ଶିବରାତ୍ରି ଅବସରରେ ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇ ପଡିଥିଲା ଶୈବପୀଠ । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ରରେ ମହାଦୀପ ଦର୍ଶନ କରି ଜାଗର ଜାଳି ମାନସିକ କରି ଉଜାଗର ରହିଥିଲେ
Read More...

ସିକୁଆଁ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହେଲେ ରାଜକୁମାର ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତରେ ରାଜକୁମାର ଭୋଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦୀ ନିରଞ୍ଜନ ସେଠ, ଦେବିପ୍ରୀୟା ସେଠ୍, ସୁଧୀର ଛତ୍ରିଆ ଓ ସୁନିଲ ସେଠଙ୍କୁ ହରାଇ ଏହି ପଦବୀ ହାସଲ କରିଛନ୍ତି । ସେ ମୋଟ ୮୯୧ ଭୋଟ୍‌ ପାଇଥିବା
Read More...