ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଦ୍ଵାରା ଭୀମପାହାଡରେ ନୌକା ବିହାରର ଶୁଭାରମ୍ଭ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ
ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନଚିତ୍ରରେ ସ୍ଥାନ ପାଇଥିବା ଦେଓଗାଁ ବ୍ଳକର ଭୀମପାହାଡ଼ ପାଦଦେଶରେ ଥିବା ଜଳାଶୟରେ ଶୁକ୍ରବାର ଦିନ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ନୌକା ବିହାରର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟଟନସ୍ଥଳୀରେ ଜିଲ୍ଲା ତଥା!-->…
Read More...
Read More...