pr

ଗାଁ ସଫେଇ କରି ଆବର୍ଜନା କୁଣ୍ଡର ବ୍ୟବସ୍ଥା କରିବାକୁ ସରପଞ୍ଚଙ୍କୁ ଦାବୀପତ୍ର ପ୍ରଦାନ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମହଲାଇ ଗାଁର ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଅଳିଆ ଆବର୍ଜନାର ସଫେଇ ବ୍ୟବସ୍ଥା କରିବା ସହ ଗାଁର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆବର୍ଜନା କୁଣ୍ଡ ଲଗାଇ ଗାଁରେ ସ୍ୱଚ୍ଛତା ଆଣିବାକୁ ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ସାହୁଙ୍କୁ ଦାବୀପତ୍ର ପ୍ରଦାନ କରି ଅଭିଯୋଗ କରିଛନ୍ତି ।

nrusinghnath
Leave A Reply

Your email address will not be published.