pakka

ଶିବତଲା ପେକ୍ସର ସଭାପତି ଭାବେ ନିର୍ବାଚିତ ହେଲେ ପ୍ରଦ୍ୟୁମ୍ନ ହୋତା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଶିବତଲା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନରେ ସାହାଜବାହାଲ ପଞ୍ଚାୟତର ପୂର୍ବ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା ନିର୍ବାଚିତ ହୋଇଛନ୍ତି । ସେ ସଭାପତି ଭାବେ ନିର୍ବାଚିତ ହେବା ପରେ ଶିବତଲା, ସାହାଜବାହାଲ ଅଞ୍ଚଳର ଚାଷୀଙ୍କୁ ସାର ବିହନ ଉଚିତ ମୂଲ୍ୟରେ ଯୋଗାଇ ଦେବା ସହ ଧାନ ବିକ୍ରିରେ ସ୍ୱଚ୍ଛତା ଆଣିବାକୁ ପ୍ରଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

20 + seventeen =

error: Content is protected !!