Browsing Tag

deogaon news

ରାମଚନ୍ଦ୍ରପୁର ୟୁପି ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଧରୁଆ(୫୭)ଙ୍କ ଗତ ଶୁକ୍ରବାର ଦିନ ଆକସ୍ମିକ ବିୟୋଗ ଘଟିଛି । ସେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଲୁଚକିବନ୍ଧ ଗାଁର ବାସିନ୍ଦା ଥିଲେ ।
Read More...

ମୁରସିଂହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନୟନ ପାଇଁ ଦାବୀ ଜୋର ଧରୁଛି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ଶତାଧିକ କର ଜମିକୁ ପାଣି ମାଡିବାକୁ ଉପର ମୁଣ୍ଡେ ଥିବା ଗୁର୍ଜିମୁଣ୍ଡା ପ୍ରକଳ୍ପ ଉପରେ କାମ କରିବାକୁ ବାରମ୍ବାର ଦାବୀ ହୋଇଆସୁଛି । ଦାବୀ ଅନୁସାରେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କିଛି କାମରେ ଲାଗୁ ନାହିଁ ତେଣୁ
Read More...

ଦେଓଗାଁ ବନାଞ୍ଚଳ ପକ୍ଷରୁ ବିଭିନ୍ନ ଗାଁରେ ଜଙ୍ଗଲକୁ ନିଆଁରୁ ସୁରକ୍ଷା ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଜଙ୍ଗଳକୁ ନିଆଁରୁ ରକ୍ଷା କରିବା ପାଇଁ ଦେଓଗାଁ ବନାଞ୍ଚଳ ତରଫରୁ ଦେଓଗାଁ, କୁଡାସିଂହା ଓ ଗୁଡଭେଲା ସେକ୍‌ସନ୍‌ର ବିଭିନ୍ନ ଗାଁରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥରେ ତୁଷୁରା କୃଷ୍ଣପ୍ରିୟା କଳାପରିଷଦର ପୂର୍ଣ୍ଣଚନ୍ଦ୍ର ଛତ୍ରୀଆ (ସାନ) ଓ
Read More...

ଭୂତିଆରବାହାଲ ଶିଶୁ ମନ୍ଦିରରେ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଭୂତିଆରବାହାଲ୍ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଉପସଭାପତି ପଞ୍ଚାନନ ଭୋଇଙ୍କ ସଭାପତିତ୍ୱରେ ବୁଧବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୁରୁଜୀ, ଗୁରୁମା ସହ ଅନ୍ୟ କର୍ମଚାରୀଙ୍କ ଦକ୍ଷିଣ ସମ୍ବନ୍ଦରେ
Read More...

ଏଚ୍‌ଆଇଭି, ଯକ୍ଷ୍ମା ଓ ରକ୍ତଦାନ ସଂର୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ନୂତନ ଭାରତର ପଞ୍ଚସ୍ତୋରୀତମ ସ୍ୱାଧୀନତା ପୂର୍ତ୍ତି ଅବସରରେ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ଼ ରିବନ୍‌ କ୍ଲବ ତରଫରୁ ତୃତୀୟ ତଥା ଅନ୍ତିମ ପର୍ୟ୍ୟାୟରେ ଏଚ୍‌ଆଇଭି, ଯକ୍ଷ୍ମା ଓ ରକ୍ତଦାନ ସଂର୍ପର୍କିତ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ପ୍ରଗତି ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ କଛାରପାଲି ସାହୁପଡ଼ାର ପ୍ରଗତି ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ସାଧୁଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକର ପଡ଼ାର ବରିଷ୍ଠ ସଦସ୍ୟଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା
Read More...

ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପିଟିଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲ୍‌ପର

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ଉପରେ ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା । ଗତ ୨୫ତାରିଖ ରାତିରେ ‌ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ସାଗରପାଲି କଲୋନୀ ନିକଟରେ ଏକ ମାଲବାହୀ ଗାଡ଼ି ରାସ୍ତା କଡ଼ରେ ଏକ ଗଛକୁ ଧକ୍କାଦେଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାକୁ ୩ଦିନ ହୋଇ ସାରିଥିବା
Read More...

ଷଡ଼ ବଂଶୀୟ ଗୋଣ୍ଡ ସମାଜର ସାଧାରଣ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବଲାଙ୍ଗିର ସ୍ଥିତ ଶାବରୀମାଳା ଧର୍ମଶାଳାରେ ଷଡ଼ ବଂଶୀୟ ଗୋଣ୍ଡ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ସଭାନେତ୍ରୀ ଶ୍ରୀମତୀ ଦମୟନ୍ତି କୁମୁରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜର ସର୍ବାଙ୍ଗୀନ ବିକାଶ
Read More...

ଦେଓଗାଁ ବ୍ଳକ ସରପଞ୍ଚ ସଂଘର ନୂତନ କର୍ମକର୍ତ୍ତା ମନୋନୀତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତ ଛତାପିପଲା ଆମ୍ବତୋଟା ନିକଟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ପଞ୍ଚାୟତର ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ଆବାହକତ୍ୱରେ ନବ ନିର୍ବାଚିତ ସରପଞ୍ଚକୁ ନେଇ ବୈଠକ ଅନୁ‌ଷ୍ଠିତ ହୋଇଥିଲା । ଏହି ବୈଠକରେ ନବ
Read More...

ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସରେ ସଫଳତମ ଫରେଷ୍ଟରଙ୍କୁ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଭୂବନେଶ୍ୱର ସ୍ଥିତ ଜୟଦେବ ଭବନରେ ଗତ ୨୧ ତାରିଖ ଦିନ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନଦିବସ ପାଳନ ଅବସରରେ ଟିଟଲାଗଡ଼ କେନ୍ଦୁପତ୍ର ବନଖଣ୍ଡ, ଦେଓଗାଁ କେନ୍ଦୁପତ୍ର ରେଞ୍ଜ ଅଫିସର ଦାୟିତ୍ୱରେ ଥିବା ଫରେଷ୍ଟର ଧୋବା ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ
Read More...