Browsing Tag

deogaon news

ଅର୍ଜୁନପୁର ହାଇସ୍କୁଲରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ବିଦାୟକାଲିନ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ରଥଙ୍କ ସଭାପତିତ୍ବରେ ହିନ୍ଦୀ ଶିକ୍ଷକ ଡିଙ୍ଗର ରାଉତ ସଭା ପରିଚାଳନା କରିଥିଲେ । ଏହି ଅବସରରେ
Read More...

ଦେଓଗାଁ ବ୍ଲକରେ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରତନପୁର ସ୍ଥିତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ସମଗ୍ର ଶିକ୍ଷା ତରଫରୁ ‘ଆସ ଆମେ ସ୍କୁଲ ଯିବା’ ଶିକ୍ଷା ସତେନତା ରଥର ଶୁଭାରମ୍ଭ କରାଯାଇଛି । ଉଦ୍‌ଘାଟନି ଉତ୍ସବରେ ଅତିରିକ୍ତ ଶିକ୍ଷାଧିକାରୀ ତଥା ବି.ଆର୍‌.ସି.ସି. ଅଜିତ ସାହୁ,
Read More...

ମେ ୩ରୁ ଭୀମପାହାଡ ମହୋତ୍ସବ ଆରମ୍ଭ : ଭୀମପାହାଡ଼ରେ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମକୁନ୍ଦପୁର ପଞ୍ଚାୟତ ଭୀମଡୁଙ୍ଗୁରି ନିକଟସ୍ଥ ଭୀମପାହାଡ ପର୍ଯ୍ୟଟନସ୍ଥଳୀରେ ହୋଇ ଆସୁଥିବା ଭୀମପାହାଡ ମହୋତ୍ସବ ଚଳିତ ବର୍ଷ ଅଷ୍ଟମ ବର୍ଷରେ ପହଞ୍ଚିଛି । ଏହି ମହୋତ୍ସବ ପାଇଁ ସୋମବାର ଦିନ ଏକ ପ୍ରସ୍ତୁତି ବୈଠକ ଭୀମପାହାଡ଼ ସ୍ଥଳରେ ହୋଇଯାଇଛି
Read More...

ଜରାସିଂହାରେ ୧୯ତମ ଶ୍ରୀରାମ ମହୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ହିନ୍ଦୁ ନବବର୍ଷ ଉପଲକ୍ଷେ ଦେଓଗାଁ ବ୍ଲକ ଜରାସିଂହାରେ ୧୯ତମ ଶ୍ରୀରାମ ମହୋତ୍ସବ ପାଳିତ ହୋଇଯାଇଛି । ଚଳିତ ଚୈତ୍ର କୃଷ୍ଣପକ୍ଷ ଚତୃଦଶୀ ୧ତାରିଖ ଠାରୁ ଚୈତ୍ର ଶୁକ୍ଲପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ସୋମବାର ଦିନ ପର୍ଯ୍ୟନ୍ତ ଜରାସିଂହା ବଜରଙ୍ଗ ଦଳର
Read More...

କୁଡାସିଂହାରେ ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷରୁ ଶ୍ରୀରାମ ନବମୀ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସ୍ଥିତ ରାଧାକୃଷ୍ଣ ମନ୍ଦିର ନିକଟରେ କୁଡାସିଂହା ଆଦିତ୍ୟ ବାହିନୀ ଏବଂ ଆନନ୍ଦ ବାହିନୀ ତରଫରୁ ଶ୍ରୀରାମ ନବମୀ ଉପଲକ୍ଷେ ଅନନ୍ତ ଶ୍ରିବୁଭୂପିତ ପୂଜ୍ୟପାଦ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ପିଠାଧିଶ୍ୱର ଶ୍ରୀ ଶ୍ରୀ
Read More...

କୁଡାସିଂହା ବୁଢାଡଙ୍ଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ଶୁକ୍ରବାର ଦିନରୁ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଚାଲୁଅଛି । ଏହି ଅବସରରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର
Read More...

ରାମଲୀଳା ନାଟକ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ବରକାନି ଗାଁରେ ରାମଲୀଳା ନାଟକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗାଁରେ ରାମଲୀଳା ନାଟକକୁ ଚଳିତ ବର୍ଷ ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାସମାରୋହରେ ପାଳନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ନରେନ୍ଦ୍ର
Read More...

ସ୍କୁଲ ନଳକୂପ ଅଚଳ ବୋଲି ମଧ୍ୟାହ୍ନ ଭୋଜନ ରନ୍ଧା ହେଉନି : ପିଲାଏ ଖାଉଛନ୍ତି ବିସ୍କୁଟ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା କଟକଣା ହଟିବା ପରେ ଏବେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଆରମ୍ଭ ହୋଇଛି । କିନ୍ତୁ ଦେଓଗାଁ ବ୍ଲକ୍ ଦେଷଣ୍ଡ ପଞ୍ଚାୟତ ଗମ୍ଭାରୀମାଲ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲରେ ଥିବା ନଳକୂପ ଅଚଳ ହୋଇଥିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପ୍ରଭାବିତ ହୋଇଛି ।
Read More...

ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ

ଦିନିକିଆ ବିଜ୍ଞାନମେଳା ଯୋଗୁଁ ଅବିଭାବକ ଅସନ୍ତୋଷ ଦେଓଗାଁ, (ମନୀଷ କୁମାର ସାହୁ) : ବିଜ୍ଞାନମେଳା ଦ୍ୱାରା ଛାତ୍ର, ଛାତ୍ରୀମାନଙ୍କ ମଧ୍ୟରେ ଗୋଟିଏ ବୈଜ୍ଞାନିକ ମନୋଭାବ ସୃଷ୍ଟି ହେବା ସହ ତାଙ୍କ ମଧ୍ୟରେ ଥିବା ବହୁ ପ୍ରତିଭା ଉଦ୍‌ଜୀବିତ ହୋଇଥାଏ । ଏହାକୁ ଚିହ୍ନଟ କରିବା ପାଇଁ
Read More...

ହୃତଘାତରେ ଅର୍ଜୁନପୁର ଇଓ ବୈଜେନ୍ଦ୍ର ମାଝୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବୈଜେନ୍ଦ୍ର ମାଝୀଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଶ୍ରୀ ମାଝୀ ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗାଁର ସ୍ଥାୟୀ ବାସିନ୍ଦ‌ା ଥିବା
Read More...