ପେସାରେ ଡାକ୍ତର, ଅଥଚ ଅଭିନୟ ତାଙ୍କ ନିଶା : ମହିରାବଣ ଭୂମିକାରେ ଡା.ସୁଧାଂଶୁ ମେହେର
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଶ୍ରୀରାମ ଲୀଳାରେ ଗାଁର ଡା. ସୁଧାଂଶୁ ମେହେର ମହିରାବଣ ଭୂମିକାରେ ଅଭିନୟ କରିଥିଲେ । ସେ ପେସାରେ ଜଣେ ଡାକ୍ତର । ଏହାସହ ଶିକ୍ଷା ନିକେତନର ଅଧ୍ୟକ୍ଷ ତଥା ଦେଓଗାଁ ବ୍ଲକ୍ ସମ୍ବାଦ ସାହିତ୍ୟ ଘରର ସଭାପତି ଭାବେ କାର୍ୟ୍ୟ ତୁଲାଇ!-->…
Read More...
Read More...