Browsing Tag

deogaon news

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ କଲେ ବାପଘର ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ପିପଲପଦର ଗାଁରୁ ଜୁବିରାଣୀ ସାହୁ ନାମ୍ନୀ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଏହି ଗାଁର ପ୍ରକାଶ ସାହୁଙ୍କ ସ୍ତ୍ରୀ ଜୁବିରାଣୀ ଘରେ ଆତ୍ମହତ୍ୟା
Read More...

ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଲଣ୍ଡାପଥର ପଞ୍ଚାୟତ ରୁଗୁଡିପାଲି ଗାଁରେ ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ହୁତାସନ ପାତ୍ର ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ଡୁମାଲ
Read More...

ବନ୍ଧପଡା ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ବନ୍ଧପଡା ସ୍ଥିତ ହାଇସ୍କୁଲରେ ଶନିବାର ଦିନ ପୁରାତନ ଛାତ୍ରଙ୍କ ଦ୍ଵାରା ଆଲୁମିନି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂସ୍କୃତ ଶିକ୍ଷକ ଯୁଗେଶ୍ୱର୍ ନାଏକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ
Read More...

ଦେଓଗାଁ ବ୍ଲକ୍ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବ୍ଲକ୍ ସଭାପତି ଭାବେ ଦିନବନ୍ଧୁ ମନହିରା, ସମ୍ପାଦକ ସମ୍ପଦ ପୋଢ଼, ଉପସଭାପତି ମନୋଜ ଚନ୍ଦନ, କାର୍ଯ୍ୟକାରୀ ସଭାପତି ଶଙ୍କର ମଲ୍ଲିକ, ସହ ସମ୍ପାଦକ ପରମେଶ୍ୱର ରାଉତ, କୋଷାଧ୍ୟକ୍ଷ ପ୍ରଶାନ୍ତ
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଧଣ୍ଡାମାଲ ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକର ପୂର୍ବତନ ବି.ଆର୍‌.ସି.ସି. ଶ୍ୟାମସୁନ୍ଦର ଦାସଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଥିଲା ।
Read More...

ଏପ୍ରିଲ ମାସର ଖରା ଉପରେ ପିଇବାର ପାଣିର ଅଭାବ

ଦେଓଗାଁ, (ମନୀଷ କୁମାର ସାହୁ) : କେବଳ ମଣିଷ ପାଇଁ ନୁହେଁ ସମସ୍ତ ଗୃହ ପଳିତ ପଶୁ, ବନ୍ୟଜନ୍ତୁ ସହ ସମସ୍ତ ପଶୁ ପକ୍ଷୀମାନେ ମଧ୍ୟ ପାନୀୟ ଜଳ ପାଇବାର ମୌଳିକ ଅଧିକାର ଅଛି । ଏହି ସୁବିଧା ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବାର ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ । ହେଲେ ପଶୁ ପକ୍ଷୀ କଥା ପଚାରେ କିଏ
Read More...

ଛବି ପଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁର ଛବି ପଧାନ (୬୦)ଙ୍କ ଗୁରୁବାର ଦିନ ସକାଳ ୯ଟା ସମୟରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ଶାରିରୀକ ଅସୁସ୍ଥତା ଯୋଗୁଁ କିଛି ମାସ ହେଲା ରାଜ୍ୟ ବାହାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ
Read More...

ଜରାସିଂହା ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ଅତୁଲ୍ୟ ମେହେରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ଅବସରପ୍ରାପ୍ତ ସହଶିକ୍ଷା ନିରୀକ୍ଷକ ତଥା ଜରାସିଂହା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଅତୁଲ୍ୟ ମେହେରଙ୍କ ମଙ୍ଗଳବାର ରାତିରେ ବଲାଙ୍ଗିର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ଶେଷ ସମୟରେ ପତ୍ନୀ
Read More...

ବରକାନୀରେ ୫୬ତମ ଶ୍ରୀରାମଳୀଳା ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅର୍ନ୍ତଗତ ବରକାନୀ ଗାଁରେ ଗତ ଶନିବାର ଦିନ ୫୬ତମ ରାମଳୀଳା ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ମୁଖ୍ୟ ଅତିଥି, ଶୁକଦେବ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଗାଁର
Read More...

ଦେଓଗାଁ ଶ୍ରୀରାମଲୀଳା ନାଟକ : ହନୁମାନଙ୍କ ଦ୍ୱାରା ଲଙ୍କା ଦହନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସାହୁପଡା ପ୍ରଗତି ଯୁବକ ସଂଘର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ଶ୍ରୀରାମ ଲୀଳା ନାଟକୋତ୍ସବରେ ଶନିବାର ରାତିରେ ଲଙ୍କେଶ୍ଵରୀ ଦେବୀଙ୍କ ସହ ହନୁମାନଙ୍କ ଭେଟ ହୋଇଥିଲା । ଏହାପରେ ହନୁମାନଙ୍କ ଲଙ୍କା ଦହନ ଅଭିନୀତ ହୋଇଛି । ଏହାକୁ ଦେଖିବାକୁ
Read More...