Browsing Tag

deogaon news

ଚିନିକଳ ସମ୍ମୁଖରେ ନଳକୂପ ଖୋଲିବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ସମ୍ମୁଖରେ ଏକ ନଳକୂପ ଖୋଲିବା ପାଇଁ ଗୁରୁବାର ଦିନ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଧାରଣାରେ ବସିଥିବା ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
Read More...

ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିର ମୁକାବିଲା କରିବାକୁ ଅଭିନବ ଉପାୟରେ ଜାତୀୟ ରାଜପଥରେ ଚାଲିଛି ଗଛ କଟା

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ରନ୍ଧନ ଗ୍ୟାସର ମୂଲ୍ୟ ଲଗାତାର ଭାବେ ବୃଦ୍ଧି ଯୋଗୁଁ ସାଧାରଣ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି । ଯାହାଫଳରେ ବାଧ୍ୟ ହୋଇ ରୋଷେ‌ଇ କରିବା ପାଇଁ ସିଲିଣ୍ଡର ଚୁହ୍ଲାକୁ ଛାଡ଼ି ମାଟି ଚୁହ୍ଲା ଆପଣେଇବାକୁ ବାଧ୍ୟ ହୋଇଛନ୍ତି ।
Read More...

ବେଆଇନ ପଥର ଚୋରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ଟ୍ରାକ୍ଟରରୁ ୧୦,୧୧୧ ଟଙ୍କା ଜୋରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଏକ ଟ୍ରାକ୍ଟର (ଓଡ଼ି୦୩ଟି୦୮୩୮)ରେ ପଥର ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ବାଲ, ସୁପରଭାଇଜର ତଥା ଆର୍‌ଆଇ ଅଧିର ନାଏକ ନାଇକେନଶିରା ନିକଟରେ ଗାଡ଼ି ଉପରେ ଚଢ଼ାଉ କରିଥିଲେ । ଗାଡ଼ିକୁ ଅଟକ ରଖି ପଥର ସମ୍ବନ୍ଧୀୟ ଦଳିଲ
Read More...

ବେଆଇନ ବାଲି, ପଥର ଚୋରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ୨ ଟ୍ରାକ୍ଟର ମାଲିକ ଠାରୁ ୨୦,୨୨୨ ଟଙ୍କା ଜୋରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସକାଳେ ସରଗଡା ନଦୀରୁ ଏକ ଟ୍ରାକ୍ଟର (ଓଡ଼ି ୦୩ଟି ୩୭୯୪)ରେ ବାଲି ଚାଲାଣ କରୁଥିବା ବେଳେ ରତନପୁର ନିକଟରେ ଓ ଘୁଚିପାଲିରୁ ପଥର ଚୋରାଚାଲାଣ ବେଳେ ଘୁଚିପାଲି ନିକଟରେ ଏକ ଟ୍ରାକ୍ଟର (ଓଡି ୧୭ବି ୦୬୩୦) ଗାଡ଼ି ଉପରେ ଦେଓଗାଁ ତହସିଲଦାର ଯୁଗଳ କିଶୋର
Read More...

ଜାତୀୟ ରାଜପଥ କଡ଼ରୁ ତାଳଗଛ ହଟାଇବାକୁ ବନ ବିଭାଗକୁ ଅନୁରୋଧ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ଡାକ ବଙ୍ଗଳା ଛକରେ ଦୁଇଟ ବଡ଼ ତାଳଗଛ ରହିଛି । ଏହା ଦ୍ଵାରା ପ୍ରତି ମୁହୂର୍ତ୍ତରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ, ବିଭିନ୍ନ ଗାଁରୁ ଆସି ବସ୍ ଅପେକ୍ଷାରେ ଥିବା ଲୋକମାନେ ବିପଦର ସମ୍ମୁଖୀନ ହେଉଛନ୍ତି ।
Read More...

ମେସିନ କରୁଛି ମନରେଗା କାମ : ଦାଦନ ଯାଉଛନ୍ତି ଶ୍ରମିକ

ଦେଓଗାଁ, (ମନୀଷ କୁମାର ସାହୁ) : ଦାଦନ ପେଟକୁ ଦାନା ଦେବାକୁ କେନ୍ଦ୍ର ସରକାର ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି । ଏଥିରେ ମେସିନକୁ ବାରଣ କରି କେବଳ ଶ୍ରମିକ କାମ କରିବେ ବୋଲି କଡ଼ାକଡ଼ି ନିୟମ କରିଛନ୍ତି । ହେଲେ ଦେଓଗାଁ ବ୍ଲକ୍‌ ଅଞ୍ଚଳରେ ନିୟମକୁ ବିଭିନ୍ନ
Read More...

ନାଇକେନଶିରାରେ ବିରାଟ ପର୍ବ ନାଟକ ପରିବେଷଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ଗତ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବୈଶାଖ ଅକ୍ଷୟ ତୃତୀୟା ଅବସରରେ ବିରାଟ ପର୍ବ ପାଟକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୭୫ବର୍ଷ ଧରି ଏହି ବିରାଟ ପର୍ବ ହୋଇଆସୁଛି । ଏହି ଅବସରରେ ଗାଁର ଉପରପଡ଼ାର
Read More...

ଧଣ୍ଡାମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଅବସରଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଳ ପଞ୍ଚାୟତର ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ
Read More...

ଦେଓଗାଁ ପୁଲିସକୁ ମିଳିଲା ବଡ଼ ସଫଳତା : ଡକାୟତ ଘଟଣାର ୪ ଅଭିଯୁକ୍ତ ଗିରଫ, କମ୍ପାନୀ କର୍ମଚାରୀ ଥିଲେ ମାଷ୍ଟର ମାଇଣ୍ଡ

୨.୪୦ଲକ୍ଷ ଟଙ୍କା ସହ ବାଇକ୍, ମୋବାଇଲ, ଲାପଟପ୍, କ୍ୟାମେରା ଜବତ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାର ପର୍ଦାଫାସ କରିଛି ଦେଓଗାଁ ପୁଲିସ । ଦେଓଗାଁ ପୁଲିସକୁ ମିଳିଛି ବଡ ସଫଳତା । ୪ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ
Read More...

ରଜତ କରଙ୍କ ବିୟୋଗରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବିଶିଷ୍ଟ ସ୍ତମ୍ଭକାର, ଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା ତଥା ପୂର୍ବତନ ଶିକ୍ଷା ବିଭାଗ ନିର୍ଦ୍ଦେଶକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ସୋମବାର ଦିନ ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନ ସ୍ୱତନ୍ତ୍ର
Read More...