Browsing Tag

deogaon news

ଅସହାୟ ବୃଦ୍ଧଙ୍କୁ ସଲେପାଲି ଜରାଶ୍ରମରେ ପହଞ୍ଚାଇଲେ ମାହେଶ୍ୱରୀ ସଂଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଳକ କୁଡାସିଂହା ଗାଁର ଜଣେ ବୟସ୍କ ବ୍ୟକ୍ତି ବୁଡୁ ମାଝୀ, ଯିଏ କି ଏହି ଗାଁରେ ଘରଜ୍ଵାଇଁ ଭାବେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । କିଛି ବର୍ଷ ପୂର୍ବେ ପତ୍ନୀଙ୍କ ଦେହାନ୍ତ ହେବା ସହ ସେ ନିଜେ ଭୀଷଣ ରୋଗାଗ୍ରସ୍ତ ହୋଇ ଏକ ପ୍ରକାର ପକ୍ଷାଘାତ
Read More...

ସଡକ ଦୁର୍ଘଟଣା : ୨ଗୁରୁତର

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ-ତୁଷୁରା ରାସ୍ତାର ଡଙ୍ଗାପଥର ଛକଠାରେ ଏକ ସାଇକେଲକୁ ବାଇକ ଧକ୍କା ଦେବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ ଗତକାଲି ରାତି ଆଠଟା ସମୟରେ ଡଙ୍ଗାପଥର ଛକ ନିକଟରେ ଥିବା ଏକ
Read More...

ଗୁରୁବାରରୁ ପୁରୁଣାପାଣିରେ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନରୁ ରବିବାର ଦିନ ପର୍ଯ୍ୟନ୍ତ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ପୁରୁଣାପାଣି ଗାଁରେ ଦେଓଗାଁ ବ୍ଲକର ମକୁନ୍ଦପୁର, କୁଳୁତାପଡ଼ା, ଅର୍ଜୁନପୁର, ଘୁଡ଼ଖାପଲା, ଗୌଡ଼ଗୋଠ ଓ ବଡ଼ବାହାଲ ଏବଂ ପୁଇଁନ୍ତଲା ବ୍ଲକର ମହିମୁଣ୍ଡା ମୋଟ ୮ଟି ପଞ୍ଚାୟତକୁ ନେଇ
Read More...

ପାନୀୟ ଜଳ ଯୋଗାଣ ପାଇଁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ପଶ୍ଚିମ ଓଡ଼ିଶା ସେବା ସଂଘ ପକ୍ଷରୁ ମଙ୍ଗଳବାର ଦିନ ୭ ଦଫା ଦାବୀ ନେଇ ଦେଓଗାଁ ବିଡ଼ିଓଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ଏହି ୭ଟି ଦାବୀ ହେଲା, ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବା ଗାଁଗୁଡିକରେ ପାଣି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦେବା, ଅଚଳ ନଳକୂପଗୁଡ଼ିକୁ
Read More...

ଶିକ୍ଷୟତ୍ରୀ ପ୍ରତିଭାରାଣୀ ବାଗଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିଭାରାଣୀ ବାଗ ମଙ୍ଗଳବାର ଦିନ ଚାକରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ
Read More...

ବନସୁରକ୍ଷା ସମିତିମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବନାଞ୍ଚଳ ଅଧୀନସ୍ଥ ଆମ ଜଙ୍ଗଲ ଯୋଜନାରେ ସାମିଲ ହୋଇ କାର୍ଯ୍ୟ କରୁଥିବା ବନସୁରକ୍ଷା ସମିତିମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନକପୁର, ଗଡଦ୍ଵାର, ଘୁଚିପାଲି, ରତନପୁର, ପ୍ରତାପପୁର ଓ
Read More...

ଲୋ-ଭୋଲଟେଜ ଯୋଗୁଁ ବୈଦ୍ୟୁତିକ ଯନ୍ତ୍ର ନଷ୍ଟ ସହ ଅମୃତ ଧାରା ଅଚଳ ଅଭିଯୋଗ : ଦେଓଗାଁ ଡାକବଙ୍ଗଳାରେ…

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ଡାକ ବଙ୍ଗଳାକୁ ସଂଯୋଗ କରୁଥିବା ବିଦ୍ୟୁତରେ ଲୋ-ଭୋଲଟେଜ ଯୋଗୁଁ ବଙ୍ଗଳା ଅଧିବାସୀ ଓ ଦୋକାନୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାସହ ଡାକବଙ୍ଗଳା ସମ୍ମୁଖରେ ଲାଗିଥିବା ଅମୃତଧାରାରୁ ମଧ୍ୟ ପାଣି ଠିକ୍‌ ଭାବେ ବାହାରୁ
Read More...

କୁଡ଼ାସିଂହା ଆଦିତ୍ୟ ବାହିନୀ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଓ ଏକାଦଶୀ ବ୍ରତିମାନଙ୍କ ସହଯୋଗରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଦିନ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି
Read More...

ରଜାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୂତିଆରବାହାଲ ପଞ୍ଚାୟତ ଅନ୍ତର୍ଗତ ରଜାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଦାମୋଦର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ
Read More...

ହାତୀସରା ସରପଞ୍ଚଙ୍କ ପିତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ସରପଞ୍ଚ କେଲୋ ଡାଙ୍ଗଙ୍କ ପିତା ତ୍ରିଲୋଚନ ଡାଙ୍ଗ(୯୦)ଙ୍କ ଶୁକ୍ରବାର ରାତିରେ ନିଜ ବାସଭବନ ନାଇକେନଶିରାରେ ପରଲୋକ ହୋଇଯାଇଛି । ତାଙ୍କ ୫ପୁଅ ମଧ୍ୟରୁ ୪ ପୁଅ ଯଦୁମଣୀ, ଘାସିରାମ, କାଳିଆ, ସରପଞ୍ଚ କେଲୋ ଡାଙ୍ଗ ସହ ଝିଅମାନେ
Read More...