ନିଆଁ ଲାଗି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ପଂଚାୟତ ରେଙ୍ଗାଲି ଗାଁର ଦୟାନିଧି ମାଝୀଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି । ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦିନ ଦ୍ଵିପହରରେ ଆକସ୍ମିକ ଭାବେ ନିଆ ଲାଗିଯିବାରୁ ହୁ ହୁ ହୋଇ ଜଳି ଉଠିଥିଲା । ଘର ପୋଡି ସମୟରେ!-->…
Read More...
Read More...