ଜରାସିଂହା ପାଟଖଣ୍ଡା ଯାତ୍ରା : ଜରାସିଂହା ମନ୍ଦିରକୁ ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟ ସିନ୍ଦୁର ସୋମବାର ରାତିରେ ପାଟଖଣ୍ଡା ଦେବୀଙ୍କ ମୁଖ୍ୟ ମନ୍ଦିର ଜରାସିଂହାରେ ପହଞ୍ଚିଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ପାଟଣାଗଡ଼ରୁ ବାହାରି ବିଭିନ୍ନ ସ୍ଥାନରେ ପୂଜା ଅର୍ଚ୍ଚନା!-->…
Read More...
Read More...