pakka

ଦେଓଗାଁ ରେଳଷ୍ଟେସନ ରାସ୍ତାର ପୋଲ ବିପଦ ସଙ୍କୁଳ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଈବାହଲ ପଞ୍ଚାୟତର ସାଗରପାଲିରୁ ଦେଓଗାଁ ରେଳଷ୍ଟେସନକୁ ଯାଇଥିବା ରାସ୍ତାରେ ଥିବା ପୋଲ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଆଶଙ୍କା ରହିଛି । ଏହି ରାସ୍ତାରେ ପ୍ରତିଦିନ ଲୋକେ ରେଳଷ୍ଟେସନ ସହିତ ବିଭିନ୍ନ କାମରେ ଦେଓଗାଁ ବ୍ଲକ ଓ ଜରାସିଂହା ଯାଇଥାନ୍ତି । ଗତ ଲଘୁଚାପ ଜନିତ ବର୍ଷାରେ ମାଟି ଧସିଯିବାରୁ ରାସ୍ତା ଉପରେ ଥିବା ପୋଲରେ ଗର୍ତ ସୃଷ୍ଟି ହୋଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପୋଲ ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

three + 16 =