Browsing Tag

deogaon news

ମୁରସିଂରେ ବନ ମହୋତ୍ସବ ୨୦୨୨ ଅବସରରେ ଶତାଧିକ ବୃକ୍ଷରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ସଇଁତଲା ରେଞ୍ଜ କନ୍ଧକେଲ ଗାଁ ସେକସନ୍ ତଥା ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂ ଗାଁରେ ବନ ମହୋତ୍ସବ ୨୦୨୨ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଫରେଷ୍ଟର ସୁଶିଲ ପୁଟା, ରେଞ୍ଜର, କୁତୁର୍ଲା ନାଏବ ସରପଞ୍ଚ ଜଳନ୍ଧର ଚନ୍ଦନ, ୱାର୍ଡ ମେମ୍ବର ପ୍ରଶାନ୍ତ
Read More...

ବଜ୍ରପାତରେ ୨ ମହିଳା ଶ୍ରମିକ ମୃତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବୁଢାବାହାଲ ଗାଁରେ ଗୁରୁବାର ବଜ୍ରପାତ ହେବାରୁ ଦୁଇଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ଉଭୟ ବିଲରେ କପାଚାରା ରୋପଣ କରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ,
Read More...

ସତ୍ୟସାଇ ସେବା ପକ୍ଷରୁ ଅମୃତବିନ୍ଦୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସତ୍ୟସାଇ ବିହାରରେ ତୁଷୁରା ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ୱତନ୍ତ୍ର ରକ୍ତଦାନ ଶିବିର ‘ଅମୃତ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦ ମେହେରଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତୁଷୁରା ସମିତିର
Read More...

ଦେଓଗାଁ ହାଇସ୍କୁଲର ବରିଷ୍ଠ ହିନ୍ଦୀ ଶିକ୍ଷକ ବଳଦେବ ମାଝୀଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବଳଦେବ ମାଝୀ ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ସାହୁ, ପ୍ରତାପ ମିଶ୍ର, ଲକ୍ଷ୍ମୀ
Read More...

ଦେଓଗାଁ ରେଳଷ୍ଟେସନ ପ୍ଲାଟଫର୍ମରେ ଗଳୁଛି ପାଣି : ମରାମତି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ନୂଆ କରି ନିର୍ମାଣ ହୋଇଥିବା ଦେଓଗାଁ ରେଳ ଷ୍ଟେସନର ପ୍ଲାଟଫର୍ମରେ ବର୍ଷା ହେଲେ ପାଣି ଗଲୁଥିବା ଦେଖିବାକୁ ମିଳିଛି । ରବିବାର ଦିନ ସନ୍ଧ୍ୟାରେ ହୋଇଥିବା ବର୍ଷା ଯୋଗୁଁ ପ୍ଲାଟ ଫର୍ମ ଉପର ଆଜବେଷ୍ଟର ଛାତରୁ ପାଣି ଗଳୁଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏହି
Read More...

ଦେଓଗାଁ ବ୍ଲକ ସରପଞ୍ଚ ସଂଘର ତୃତୀୟ ମାସିକ ବୈଠକ : ସରପଞ୍ଚଙ୍କ ପ୍ରସ୍ତାବକୁ ଅଣଦେଖା ଯୋଗୁଁ ଅସନ୍ତୋ‌ଷ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଲକ ସରପଞ୍ଚ ସଂଘର ତୃତୀୟ ମାସିକ ବୈଠକ କୁତୁର୍ଲା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସଂପାଦକ ଜୋତ୍ସାମୟୀ ରଣା ଗତ ମାସିକ ବୈଠକର
Read More...

କୁଡ଼ାସିଂହାରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ୮୦ତମ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ଗାଁର ରାଧାକୃଷ୍ଣ ମନ୍ଦିରରେ ଆଦିତ୍ୟ ବାହିନୀ ଆନୁକୂଲ୍ୟରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ୮୦ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁରୀ ଗୋବର୍ଦ୍ଧନ ମଠର ବଲାଙ୍ଗିର ଜିଲ୍ଲା
Read More...

ସିକାଛିଡ଼ା ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା - ସିନଖମନ ରାସ୍ତାର ସିକାଛିଡ଼ା ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇ ଭୀମଭୋଇ ମେଡ଼ିକାଲ କଲେଜ
Read More...

ଖଲିଆପାଲିରେ ରାଣୀ ଦୂର୍ଗାବତୀଙ୍କ ୪୫୯ତମ ବଳିଦାନ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଲକ୍ ସିଂହା ମୁଣ୍ଡା ପଞ୍ଚାୟତ ଖଲିଆପାଲିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ଦେଓଗାଁ ବ୍ଲକ୍ ଆୟୋଜନ ସମିତି ପକ୍ଷରୁ ୪୫୯ତମ ବିରଙ୍ଗଣା ରାଣୀ ଦୂର୍ଗାବତୀଙ୍କ ବଳିଦାନ ଦିବସ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ବଡବନ୍ଧ, କୁତୁର୍ଲା ଓ ସାରସମାଲ ପେକ୍ସ ସଭାପତି ନିର୍ବାଚିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ୧୨ଟି ପେକ୍ସରେ ନିର୍ଦ୍ଦେଶକ ନିର୍ବାଚନ ଶେଷ ହେବା ପରେ ଗୁରୁବାର ୩ଟି ପେକ୍ସର ସଭାପତି ନିର୍ବାଚନ କରାଯାଇଥିଲା । ବଡବନ୍ଧ ପେକ୍ସରେ ସୁଶିଲ ଚାନ୍ଦ, କୁତୁର୍ଲା ପେକ୍ସରେ ନୀଳାମ୍ବର ପାଣିଗ୍ରାହୀ ଓ ସାରସମାଲ ପେକ୍ସରେ ଗୋପୀନାଥ ବାଗ ନିର୍ବାଚିତ
Read More...