Browsing Tag

deogaon news

ଦେଓଗାଁ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ

ସହର ଭିତରୁ ଆଣି ଛାଡ଼ି ଦିଆଯାଉଛି ଦେଓଗାଁ ଅଞ୍ଚଳରେ : ସାଧାରଣରେ ଅଭିଯୋଗ ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଅଞ୍ଚଳରେ ବୁଲା କୁକୁର ସଂଖ୍ୟା ବହୁ ମାତ୍ରାରେ ବଢ଼ିଯାଇଛି । ଏହାର ମୁଖ୍ୟ କାରଣ ହେଲା ମାତ୍ର ଅଳ୍ପ ଦିନ ବ୍ୟବଧାନରେ ବଲାଙ୍ଗିର ସହରର କୁକୁରଙ୍କୁ ଗାଡ଼ିରେ…
Read More...

ଦେଓଗାଁ ବ୍ଲକରେ ୧୪ଟି କ୍ଲ‌ଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୧୮ ତାରିଖରୁ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୫ କ୍ଲ‌ଷ୍ଟର ଯଥା ଦେଓଗାଁ, ରାମଚନ୍ଦ୍ରପୁର, ବ୍ରାହ୍ମଣୀଜୋର, ବନ୍ଧପଡ଼ା, ରତନପୁର, କୁତୁର୍ଲା, ଡଙ୍ଗରପଡ଼ା, ଜରାସିଂହା, ଉପରଝର, ବଗଡ଼ା, ଗୌଡ଼ଗୋଠ, ଅର୍ଜୁନପୁର, ଭାଳୁକୁନ୍ଦ, ବଡ଼ବନ୍ଧ ଓ…
Read More...

କୁଡ଼ାସିଂହା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ହାଇସ୍କୁଲମାନଙ୍କରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦେବାକୁ ଯାଇ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ସ୍ଥିତ ପର୍ଶୁରାମ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଧନ୍ଦାମୂଳକ କୃଷି ଶିକ୍ଷକ ତପନ ପ୍ରଧାନଙ୍କ ପ୍ରତ୍ୟକ୍ଷ…
Read More...

ରଘୁମଣି ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ଗାଁର ରଘୁମଣି ମିଶ୍ର (୮୨)ଙ୍କ ଶୁକ୍ରବାର ଦିନ ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଶୁକ୍ରବାର ରାତି ୨ଟା ୪୫ ମିନିଟ୍‌ରେ ବନ୍ଧପଡ଼ା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ଶେଷ ସମୟରେ ତାଙ୍କ ତିନି…
Read More...

ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ବୁଧବାର ଦିନ ଗୌଡଗୋଠ ହାଇସ୍କୁଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଜିତ ମିଶ୍ରଙ୍କ ସଭାପତିତ୍ୱ ଏବଂ ବିଜ୍ଞାନ ମେଳା ସହସଂଯୋଜକ ତଥା ବନ୍ଧପାଲି…
Read More...

ଦ୍ଵିତୀୟ ପର୍ଯ୍ୟାୟ ଦେଓଗାଁ ବ୍ଲକସ୍ତରୀୟ ସୁନେତ୍ର ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ସୁନେତ୍ର ଶିବିର ଦ୍ଵିତୀୟ ପର୍ଯ୍ୟାୟ ସୋମବାର ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ଅଜିତ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ଚକ୍ଷୁ ବିଶେଷଜ୍ଞ ଡାକ୍ତର…
Read More...

ରାତି ହେଲେ ଅନ୍ଧାରରେ ଦେଓଗାଁ ଏଟିଏମ୍ : ଲୋକେ ହଇରାଣ, ମୋବାଇଲ ଲାଇଟରେ ଟଙ୍କା ଉଠାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଏଟିଏମ୍ ଛକରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ୍ କାଉଣ୍ଟର ଭିତରର ବଲ ଜଳୁ ନଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥ କଡ଼ରେ ତଥା ବଲାଙ୍ଗିର ସଇଁତଳା ରାସ୍ତାରେ ଏହା ଏକମାତ୍ର ଏଟିଏମ୍ କାଉଣ୍ଟର ଥିବାରୁ ରାତିରେ ଏହି ରାସ୍ତାରେ ଯିବା ଆସିବା…
Read More...

ପ୍ରେମୀ ଯୁଗଳଙ୍କୁ ଥାନାରେ ବିବାହ କରାଇଲା ଦେଓଗାଁ ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ନା ଥିଲା ସାଙ୍ଗରେ ବରଯାତ୍ରୀ ଗାଡ଼ି ନା ବାଜୁଥିଲା ବେଣ୍ଡ ବାଜା । ହେଲେ ବିବାହ କରିବା ପାଇଁ ବର ଆସିଥିଲା । ଏପଟେ ବରକୁ ଅପେକ୍ଷା କରିଥିବା କନ୍ୟା ହାତରେ ନା ଲାଗିଥିଲା ମେହେନ୍ଦୀ ନା ହୋଇଥିଲା ବଧୁ ବେଶ । ଫୁଲ ମାଲ ଅଦଳବଦଳ କରାଯାଇ ଥାନାରେ ବିବାହ…
Read More...

ଷଡ଼ ବଂଶୀୟ ଗୋଁଡ଼ ସମାଜ ପକ୍ଷରୁ ସଚେତନତା ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଷଡ଼ ବଂଶୀୟ ଗୋଁଡ଼ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଲୋଇସିଂହା ସ୍ଥିତ ମାରୱାଡ଼ି ଧର୍ମଶାଳାରେ ସଂଘର ସଦସ୍ୟ ବିରବର ଧରୁଆଙ୍କ ସଭାପତିତ୍ୱରେ ଏକ ସାମାଜିକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମାଜର ପରମ୍ପରା,…
Read More...

୭ ଦଫା ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ବିଦ୍ୟାଳୟମାନଙ୍କରେ ବିଭିନ୍ନ ପ୍ରକାର ସମସ୍ୟା ଥିବାରୁ ଛାତ୍ରଛାତ୍ରୀଙ୍କୁ ଠିକ୍ ଭାବେ ଶିକ୍ଷା ପ୍ରଦାନ କରିବାରେ ଅବହେଳା ହେଉଥିବା ଦେଖିବାକୁ ମିଳିଛି । ଏହାସହ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ଦିନ ପଶ୍ଚିମ ଓଡ଼ିଶା ସେବା ସଂଗଠନର ଦେଓଗାଁ…
Read More...