ରଘୁମଣି ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ଗାଁର ରଘୁମଣି ମିଶ୍ର (୮୨)ଙ୍କ ଶୁକ୍ରବାର ଦିନ ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଶୁକ୍ରବାର ରାତି ୨ଟା ୪୫ ମିନିଟ୍‌ରେ ବନ୍ଧପଡ଼ା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ଶେଷ ସମୟରେ ତାଙ୍କ ତିନି ପୁଅ ମିନକେତନ, ଚୈତନ୍ୟ, ସଂକୀର୍ତ୍ତନ ଓ ଝିଅ ଲାଇବନ୍ୟ ସହ ତାଙ୍କ ଭାଇ ନୀଳମଣି ଓ ଭାଇ ବୋହୁ ଶାନ୍ତି ଉପସ୍ଥିତ ଥିଲେ । ବନ୍ଧପଡ଼ା ସ୍ଥିତ ସୋନଗଡ ନଦୀରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ବଡ଼ ପୁଅ ମୀନକେତନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

sixteen + eleven =

error: Content is protected !!