ଜରାସିଂହା ବୁଢ଼ୀଆଈ ଯାତ୍ରା ଉଦ୍ଯାପିତ
ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ୀଆଈ ଯାତ୍ରା ବା କାଦୋଯାତ୍ରା ବୁଧବାର ଉଦ୍ଯାପିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ବୁଧବାର ଦେହେରୀ ଓ ଝାଙ୍କରଙ୍କୁ ବରଣ କରାଯିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ୯ଟା ସମୟରେ ମନ୍ଦିରରେ ପୂଜା ଆରମ୍ଭ!-->…
Read More...
Read More...