Browsing Tag

deogaon news

ଦଣ୍ଡ ଗୁରୁ ସିଦ୍ଧେଶ୍ୱର ମଲ୍ଲିକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗାଁର ସିଦ୍ଧେଶ୍ୱର ମଲ୍ଲିକ(୬୯)ଙ୍କ ଗତ ଶୁକ୍ରବାର ଦିନ ପରଲୋକ ହୋଇଯାଇଥିବା ଜଣାପଡିଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ କାର୍ତ୍ତିକ, ଉମାକାନ୍ତ, ଜ୍ୱାଇଁ, ବୋହୂ, ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ଶେଷକୃତ୍ୟ କେଉଁଟି ଜୋରରେ…
Read More...

ବଡବନ୍ଧ ଜୟ ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଖେଳ ପଡ଼ିଆରେ ସ୍ଥାନୀୟ ଜୟ ଜଗନ୍ନାଥ ଫୁଟବଲ ସଂଘ ପକ୍ଷରୁ ଆଜି ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ରେଙ୍ଗଟାସିଲ୍ ଓ ହାତୀସରା ମଧ୍ୟରେ ହୋଇଥିବା ଆଜିର ପ୍ରଥମ ମ୍ୟାଚ୍‌ରେ ରେଙ୍ଗଟାସିଲ ୫-୪ ଗୋଲରେ ବିଜୟୀ ହୋଇଥିବା ବେଳେ…
Read More...

ନବାହ ପାରାୟଣ ପରିଚାଳନା କମିଟି ଗଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଡାକବଙ୍ଗଳା ଛକ ସ୍ଥିତ ମା’ ବସ୍ତ୍ରେନ ମନ୍ଦିର ସମ୍ମୁଖରେ ଚତୁର୍ଥ ବାର୍ଷିକ ନବାହ ପାରାୟଣ ପାଇଁ ପରିଚାଳନା କମିଟି ଗଠିତ ହୋଇଯାଇଛି । ଏଥିରେ ମାର୍କଣ୍ଡ ମେହେର ସଭାପତି, କୁନା ସାହୁ ଉପସଭାପତି, ଅବସରପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ପରୁଆ ସମ୍ପାଦକ,…
Read More...

ନିକ୍ଷ ପୋଷଣ ଯୋଜନାରେ ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ

୧୭ ଜଣ ରୋଗୀଙ୍କୁ ୧୭ ଅଧିକାରୀ କଲେ ପୋଷ୍ୟ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବିଡ଼ିଓ ସୁରେନ୍ଦ୍ର ମେହେରଙ୍କ ଉପସ୍ଥିତିରେ ମେଡିକାଲ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ତତ୍ତ୍ଵାବଧାନରେ ନିକ୍ଷ ପୋଷଣ ଯୋଜନାରେ ସୋମବାର ଦିନ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ…
Read More...

ଦେଓଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁ ଶିଶୁ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦେଓଗାଁ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ବୋଧ ଶ୍ରେଣୀର ଶିଶୁ, ଅଭିଭାବକ, ଅଭିଭାବିକା ଗୀତା ପୁସ୍ତକ ଧରି…
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପାଇଁ ଭୂମିପୂଜା

ଦେଓଗାଁ, (କେପିଏନ୍‌ଏସ୍‌) : କରୁଆଝର ଗାଁରେ ସିକୁଆଁ ଆଞ୍ଚଳିକ କୁଲତା ସମାଜ ପକ୍ଷରୁ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ନିର୍ମାଣ ପାଇଁ ସୋମବାର ଭୂମିପୂଜା କରାଯାଇଛି । ଏଥିରେ ସୁରେଶ ଭୋଇ ସପତ୍ନିକ କର୍ତ୍ତା ଥିଲେ । ଗ୍ରାମ୍ୟ କମିଟି ସମ୍ପାଦକ ଅନ୍ତର୍ଯ୍ୟାମୀ ଭୋଇଙ୍କ ସଭାପତିତ୍ୱରେ ଏକ ସଭା…
Read More...

ଶ୍ରୀ ଗଣେଶ ରାଇସ୍‌ମିଲରେ ଶ୍ରୀମଦ ଭାଗବତ କଥା ଉଦ୍‌ଯାପିତ

ଦେଓଗାଁ, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ତଥା ଦେଓଗାଁ ନିକଟ ଟେବଡାମୁଣ୍ଡା ସ୍ଥିତ ଶ୍ରୀ ଗଣେଶ ରାଇସ୍‌ମିଲରେ ଗତ ଶୁକ୍ରବାରଠାରୁ ୭ ଦିନ ଧରି ଚାଲିଥିବା ଶ୍ରୀମଦ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ତୁଷୁରା କେଡିଆ ପରିବାର ପକ୍ଷରୁ ଶ୍ରୀ ଗଣେଶ ରାଇସମିଲþରେ…
Read More...

ସାଗରପାଲି କେଜିବିଭିରେ ଶିଶୁ ଦିବସ ପାଳିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ସାଗରପାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ମମତାରାଣୀ ମିଶ୍ର ଉଦ୍‌ବୋଧନ ଦେଇ ସ୍କୁଲର ୧୦୬ ଜଣ ଛାତ୍ର ଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ପାଣି ବୋତଲ…
Read More...

ନରେଶ୍ୱର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକବଙ୍ଗଳାର ନରେଶ ହୋଟେଲର ମାଲିକ ନରେଶ୍ୱର ସାହୁ(୬୮)ଙ୍କ ରବିବାର ଦିନ ସକାଳ ପ୍ରାୟ ୭ଟା ସମୟରେ ଦେଓଗାଁ ଡାକବଙ୍ଗଳା ସ୍ଥିତ ତାଙ୍କ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ଶେଷ ସମୟରେ ଧର୍ମପତ୍ନୀଙ୍କ ସହ ୩ ପୁଅ ଅଶ୍ଵିନୀ, ପ୍ରଭାତ, ଆଲୋକ…
Read More...

ଶ୍ରୀ ଗଣେଶ ରାଇସମିଲରେ ଶ୍ରୀମଦ୍ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡଭେଲା ବ୍ଲକ ତଥା ଦେଓଗାଁ ନିକଟସ୍ଥ ଟେବଡାମୁଣ୍ଡା ସ୍ଥିତ ଶ୍ରୀ ଗଣେଶ ରାଇସମିଲରେ ଶୁକ୍ରବାର ଦିନରୁ ଶ୍ରୀମଦ୍ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୩ଟା ୩୦ମି.ରୁ ସନ୍ଧ୍ୟା…
Read More...