pakka

ଦଣ୍ଡ ଗୁରୁ ସିଦ୍ଧେଶ୍ୱର ମଲ୍ଲିକଙ୍କ ପରଲୋକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗାଁର ସିଦ୍ଧେଶ୍ୱର ମଲ୍ଲିକ(୬୯)ଙ୍କ ଗତ ଶୁକ୍ରବାର ଦିନ ପରଲୋକ ହୋଇଯାଇଥିବା ଜଣାପଡିଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ କାର୍ତ୍ତିକ, ଉମାକାନ୍ତ, ଜ୍ୱାଇଁ, ବୋହୂ, ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ଶେଷକୃତ୍ୟ କେଉଁଟି ଜୋରରେ କରାଯାଇଥିଲା । ତାଙ୍କ ପରଲୋକ ଖବର ପାଇ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ସେ ବଲାଙ୍ଗିର ସହ କଳାହାଣ୍ଡି ଓ ପଡ଼ୋଶୀ ଜିଲ୍ଲାରେ ଦଣ୍ଡ ଗୁରୁ ସହ ନଚନିଆ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

18 + 19 =