Browsing Tag

deogaon news

ପର୍ଶୁପାଲି, ମୁରସିଂରେ ବୁଲା କୁକୁର ଆତଙ୍କ : ୮ ଆହତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁରେ ବୁଧବାର ଏକ ପାଗଳ କୁକୁର କାମୁଡ଼ାରେ ୮ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ
Read More...

କେନ୍ଦୁପତ୍ର ତୋଳାଲି କଲ୍ୟାଣ ପାଣ୍ଠି ପକ୍ଷରୁ ସହାୟତା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଅପରାହ୍ନରେ ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ଦେଓଗାଁ ସେକ୍‌ସନ୍‌ର ବହଲି କେନ୍ଦୁପତ୍ର ଫଡ଼ିରେ କେନ୍ଦୁପତ୍ର ତୋଳାଲି କଲ୍ୟାଣ ପାଣ୍ଠି ପକ୍ଷରୁ ମୃତ୍ୟୁକାଳୀନ ସହାୟତା ରାଶି ୨ଲକ୍ଷ ଟଙ୍କା ଚେକ୍‌ ପ୍ରଦାନ କରାଯାଇଛି । ଏହି ସହାୟତା ରାଶି ପ୍ରଦାନ
Read More...

ବେଆଇନ ବାଲି ଚୋରାଚାଲାଣ ବେଳେ ଚଢ଼ାଉ : ଟ୍ରାକ୍ଟରରୁ ୧୦,୧୧୧ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସକାଳେ ଦେଓଗାଁ ସୋନଗଡ ନଦୀରୁ ଏକ ଟ୍ରାକ୍ଟର (ଓଡ଼ି୦୩ଜି ୯୩୦୮)ରେ ବାଲି ଚାଲାଣ କରୁଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଲଙ୍କ ନିର୍ଦ୍ଦେଶରେ ଆରଆଇ ରାଜେଶ କର୍ମୀ, ଭଜ ମଲ୍ଲିକ ଗାଡ଼ି ଉପରେ ଚଢ଼ାଉ କରିଥିବା ଜଣାପଡିଛି । ଖବର
Read More...

କ୍ଷତି ଚାଷର ବୀମା ଟଙ୍କା ପ୍ରଦାନ ପ୍ରକ୍ରିୟା ଆରମ୍ଭ : ବ୍ଲକର ୨୬ ପଞ୍ଚାୟତରୁ ମାତ୍ର ୧୧ଟି ପଞ୍ଚାୟତର ଚାଷୀ ପାଇବେ…

ଦେଓଗାଁ, (ମନୀଷ କୁମାର ସାହୁ) : ବିଳମ୍ବରେ ହେଲେ ମଧ୍ୟ ୨୦୨୧ ଖରିଫ ଋତୁରେ ଚାଷୀମାନେ କରିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତି ପୂରଣ ପାଇବାର ଆଶା ଦେଖାଯାଇଛି । ହେଲେ ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତର ଚାଷୀ ବୀମା କରିଥିବା ବେଳେ ମାତ୍ର ୧୧ଟି ପଞ୍ଚାୟତର ଚାଷୀମାନେ କ୍ଷତିପୂରଣ
Read More...

ବର୍ଷା ମାସରେ ଶୋଷିଲା ଦେଓଗାଁର ଅର୍ଦ୍ଧାଧିକ ଲୋକ : ନଳ ଫାଟିଥିବାରୁ ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସୋନଗଡ଼ ନଦୀରେ ପାଣି ବହିଯାଉଛି । ତଥାପି ଦେଓଗାଁ ଓ କଛାରପାଲି ଗାଁର ଅଧା ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର କାରଣ ସୋନଗଡ଼ ନଦୀରୁ ଜାତୀୟ ରାଜପଥରେ ଦେଓଗାଁକୁ ଯାଇଥିବା ପାଇପ ଲାଇନ ସାତମୁହିଁ ପୋଲ ତଳେ ପାଟି ଯାଇଥିବା
Read More...

ବନ୍ଧପଡ଼ା ହାଇସ୍କୁଲକୁ ମିଳିଲା ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲର ମାନ୍ୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପଞ୍ଚିମାଞ୍ଚଳରେ ଥିବା ବନ୍ଧପଡ଼ା ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରୁ ଯୁକ୍ତଦୁଇ କଳା ପାଠ ପଢ଼ିବାର ସୁଯୋଗ ପାଇବେ । ଗତ ୧୯/୭/୨୨ରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସା (ଆଇଏଏସ୍‌)ଙ୍କ ପତ୍ର ସଂଖ୍ୟା ୮୮୦୭ରେ ଜଣାପଡ଼ିଛି । ଏହି ପତ୍ରରୁ
Read More...

ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି ୨୬ନଂ ଜାତୀୟ ରାଜପଥ : ବିଗୁଡୁଛି ଟ୍ରାଫିକ ବ୍ୟବସ୍ଥା, ଘଟୁଛି ଦୁର୍ଘଟଣା

ଦେଓଗାଁ, (ମନୀଷ କୁମାର ସାହୁ) : ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି ବରଗଡ଼ ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ । ଦେଓଗାଁ ବସ୍‌ଷ୍ଟାଣ୍ଡରେ ବିଭିନ୍ନ ସମୟରେ ଗାଈଗୋରୁ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ବସି ରହୁଥିବା ବେଳେ ଦେଓଗାଁ ବଲାଙ୍ଗିର ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତିଦିନ ଗାଈଗୋରୁ
Read More...

କୁଡ଼ାସିଂହା ହାଇସ୍କୁଲକୁ ୫-ଟିରେ ରୂପାନ୍ତରିତ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଅପରାହ୍ନ ୨ଟା ସମୟରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ପର୍ଶୁରାମ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣର ମାଷ୍ଟର ପ୍ଲାନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ୫- ଟି ସ୍କୁଲ ମଧ୍ୟରେ
Read More...

ବନ୍ଧୁକମୁନରେ ଫଟୋଗ୍ରାଫରଙ୍କଠାରୁ ଡକାୟତି ଅଭିଯୋଗ

ଲୁଟିନେଲେ କ୍ୟାମେରା ସମେତ ୭ଲକ୍ଷ ଟଙ୍କାର ସାମଗ୍ରୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ତଥା ତୁଷୁରା ଥାନା ଅନ୍ତର୍ଗତ ପର୍ୟ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀକୁ ଫଟୋସୁଟ ପାଇଁ ଯାଇଥିବା ସମୟରେ ଟିଟିଲାଗଡ଼ ସହରର ଏକ ଫଟୋ ଷ୍ଟୁଡିଓ ମାଲିକ ଶୁଶାନ୍ତ ଶେଖର ହୋତା ଓ ତାଙ୍କ ଦୁଇ ସହଯୋଗୀ
Read More...

ଜଲିଆ ୟୁପି ସ୍କୁଲ ଛାତରୁ ଝରୁଛି ପାଣି : ଶୀଘ୍ର ମରାମତି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ସ୍ଥିତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାଜିରାଓ କକ୍ଷରେ ଛାତରୁ ପାଣି ଝରୁଥୁବା ନେଇ ଅଭିଯୋଗ ହେଉଛି । ଫଳରେ ସ୍କୁଲରେ ପାଠ ପଢିବାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଭିନ୍ନ ସମୟରେ ସାମାନ୍ୟ ବର୍ଷାରେ
Read More...