ଶ୍ରୀ ଗଣେଶ ରାଇସମିଲରେ ଶ୍ରୀମଦ୍ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡଭେଲା ବ୍ଲକ ତଥା ଦେଓଗାଁ ନିକଟସ୍ଥ ଟେବଡାମୁଣ୍ଡା ସ୍ଥିତ ଶ୍ରୀ ଗଣେଶ ରାଇସମିଲରେ ଶୁକ୍ରବାର ଦିନରୁ ଶ୍ରୀମଦ୍ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୩ଟା ୩୦ମି.ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଥା ପଠନ ହେବା ନେଇ ଆୟୋଜକ କେଡିଆ ପରିବାର, ତୁଷୁରା ତଥା ଶ୍ରୀ ଗଣେଶ ରାଇସମିଲ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

thirteen + 5 =