pakka

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସର ପଦଯାତ୍ରା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପକ୍ଷରୁ ତ୍ୟାଗ ଓ ବଳିଦାନର ଗୌରବମୟ ନେଇ ରବିବାର ଦିନ ୮ କିଲୋମିଟର ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଙ୍ଗଳା ଛକ ସ୍ଥିତ ବସ୍ତ୍ରେନ ମନ୍ଦିରରେ ପୂଜାର୍ଚ୍ଚନା କରି ବ୍ଲକ କଂଗ୍ରେସ ସଭାପତିଙ୍କ ସଭାପତିତ୍ୱରେ ପଦ ଯାତ୍ରା ଆରମ୍ଭ କରି ସିକୁଆଁ ଶିବ ମନ୍ଦିରକୁ ପହଞ୍ଚି ଏକ ସଭା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

2 × two =

error: Content is protected !!