pakka

କୁଡ଼ାସିଂହା ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ୧୦ଟା ସମୟରେ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ସ୍ଥିତ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ଗୁରୁ ପୁର୍ଣ୍ଣିମା ପାଳନ ହୋଇଯାଇଛି । ପ୍ରଧାନ ଗୁରୁଜୀ ଫକୀର ସାହୁ ବିଦ୍ୟାଳୟର ପୃଷ୍ଠପୋଷକ ଇନ୍ଦ୍ରମଣି ଅତବୁଦ୍ଧି ଗୁରୁ ପୁର୍ଣ୍ଣିମାର ବିଶେଷତ୍ୱ ଓ ପାଳନ କରାଯିବାର ଉଦ୍ଦେଶ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଗୁରୁଜୀ ରଘୁମଣି ସା, ମଣ୍ଟୁ ମଲ୍ଲିକ, ଗୁରୁମା ବବୀତା ନାଏକ, ରାଶେଶ୍ୱରୀ ମିଶ୍ର, ରଶ୍ମୀ ମିଶ୍ର, ମମତା ପରୁଆ, ଜ୍ୟୋସ୍ନାମୟୀ ନାଏକ ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ଦେଇଥିଲେ । ଏହି ସଭାରେ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × 3 =

error: Content is protected !!