pakka

ଦେଓଗାଁ କୃଷି ପରାମର୍ଶ କେନ୍ଦ୍ରରେ କୃଷକ ସାଥୀ ବୈଠକ ଅନୁଷ୍ଠିତ

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଓଗାଁ କୃଷି ପରାମର୍ଶ କେନ୍ଦ୍ରରେ ବ୍ଲକ ସ୍ତରୀୟ କୃଷକ ସାଥୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ପ୍ରଦୀପ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଓଗାଁ ବ୍ଲକର ୨୬ଟି ପଞ୍ଚାୟତର କୃଷକ ସାଥୀମାନେ ଯୋଗଦେଇ ବର୍ତ୍ତମାନ ଖରିପ ଧାନ ଚାଷର ପ୍ରଭାବିକ ସ୍ଥିତିକୁ ନେଇ ଆଲୋଚନା କରିଥିଲେ । କୃଷକମାନେ କେମିତି ଜୈବିକ ଚାଷ ପ୍ରତି ପ୍ରଭାବିତ ହେବେ ଏବଂ କମ୍‌ ଖର୍ଚ୍ଚରେ ଚାଷ କରିପାରିବେ ସେ ନେଇ ଆଲେଚନା ହୋଇଥିଲା ।

jay balangir
Leave A Reply

Your email address will not be published.

10 − 3 =

error: Content is protected !!