pakka

ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଲଣ୍ଡାପଥର ପଞ୍ଚାୟତ ରୁଗୁଡିପାଲି ଗାଁରେ ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ହୁତାସନ ପାତ୍ର ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ଡୁମାଲ ସମାଜ ସଂଗଠକ ଜଗନ୍ନାଥ କରନ, ହାତୀସରା ସରପଞ୍ଚ କେଲୋ ଡାଙ୍ଗ, ଲଣ୍ଡାପଥର ସରପଞ୍ଚ ବେଦବନ୍ତି କ୍ଷେତି ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷାର ବିକାଶ ଓ ସାଂଗଠନିକ ଏକତାରେ ବ୍ୟକ୍ତିର ବିକାଶ ଉପରେ ଆଲୋଚନା ହୋଇଥିଲା ।

jay balangir
Leave A Reply

Your email address will not be published.

14 + twelve =