pakka

ଓଡିଶା ଜୀବିକା ମିଶନ ପକ୍ଷରୁ ଦକ୍ଷିଣ ନାଡବଣି ଠାରେ ଅକ୍ଷିମୁଠି ଅନୁକୂଳ କାର୍ୟ୍ୟକ୍ରମ ଅନୁଷ୍ଠିତ

bbehera

ଭୋଗରାଇ, (ଶିବ ନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଚାଡି ପଂଚାୟତର ଦକ୍ଷିଣ ନାଡବଣି ଠାରେ ଓଡିଶା ଜୀବିକା ମିଶନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ପଂଚାୟତ ସମିତିର ଅଧ୍ୟକ୍ଷ ଅକ୍ଷିମୁଠି ଅନୁକୂଳ କରିବା ସହିତ କ୍ଷେତରେ ହଳ ଲଙ୍ଗଳ ବୁଲାଇଥିଲେ ।

jay balangir
Leave A Reply

Your email address will not be published.

seven + fifteen =