ପରଲୋକରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପାତ୍ର
ଭୋଗରାଇ, (କେପିଏନଏସ) : ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ରଙ୍କ ୯୦ ବର୍ଷ ବୟସରେ ଗତ ମଙ୍ଗଳବାର ସଂଧ୍ୟା ୬.୦୫ ମିନିଟ୍ ସମୟରେ ନିଜ ବାସଭବନରେ ଦେହାନ୍ତ ଘଟିଛି । ଶ୍ରୀ ପାତ୍ର ଜୟରାମପୁର ଉଚ୍ଚ ବିଦ୍ୟାଳୟରେ!-->…
Read More...
Read More...