ସ୍ୱାଧୀନତା ଦିବସ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୬ରେ ବଡ଼ ଧୂମ୍ଧାମରେ ପାଳିତ ହୋଇଯାଇଛି ଛ'ସ୍ତରୀତମ ସ୍ୱାଧୀନତା ଦିବସ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ, ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସଭାପତି, ସମ୍ପାଦକ,!-->…
Read More...
Read More...