Daily Archives

ବରଗଡ ଜିଲ୍ଲା ମାଳି ସମାଜ ତରଫରୁ ଅନ୍ନଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ନୃସିଂହନାଥ ପ୍ରଭୁଙ୍କ ବୈଶାଖ ମେଳା ଉପଲକ୍ଷେ କୋଶଳିଆ ମାଳି ସମାଜ ବରଗଡ ଜିଲ୍ଲା କମିଟି ତରଫରୁ ମାଳି ସମାଜ ଧର୍ମଶାଳାଠାରେ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଦିନ ବିନା ମୂଲ୍ୟରେ ଅନ୍ନଭୋଗ ବଣ୍ଟନ କରାଯାଇଥିଲା । ମହାପ୍ରଭୁଙ୍କ ଜନ୍ମୋତ୍ସବରେ ଆସିଥିବା
Read More...

ଭାଇଚାରା ଓ ଅସ୍ମିତାର ମହାପର୍ବ ୫ମ ଜାତୀୟ ଗ୍ରାମୀଣ ମହୋତ୍ସବ

କବି ବିଷ୍ଣୁପଦ ସେଠୀ, ବନ ପ୍ରଶାସକ ଦେବୀଦତ ବିଶ୍ୱାଳ ଓ ଡ. ସଂଘମିତ୍ରା ପତିଙ୍କୁ ବିଶ୍ୱମୁକ୍ତି ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତୀୟ ଭାଷା, ସାହିତ୍ୟ ଓ ସାଂସ୍କୃତିର ପ୍ରମୁଖ ଅନୁଷ୍ଠାନ ‘ବିଶ୍ୱମୁକ୍ତି’ ଓ ପୁରାତନ ଛାତ୍ର ପରିଷଦ ଦ୍ୱାରା
Read More...

ଏପିଏସ୍‌ ମହାବିଦ୍ୟାଳୟରେ ଭୀମଭୋଇ ଜୟନ୍ତୀ

ଓଡିଆ ଭାଷା ଓ ସାହିତ୍ୟରେ ସନ୍ଥକବିଙ୍କ ଅତୁଳନୀୟ ଅବଦାନ ରହିଛି ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ରୋତ ପଂଚାୟତ ସମିତି ମହାବିଦ୍ୟାଳୟ ବାଣୀନିକେତନରେ ଓଡିଆ ଓ ଭାଷା ସାହିତ୍ୟ ବିଭାଗ ତରଫରୁ ସନ୍ଥକବି ଭୀମଭୋଇ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
Read More...

ଦେଓଗାଁ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ପଟକୁ ଦେଓଗାଁ ରାସ୍ତାରେ ଏକ ଟ୍ରାକ୍ଟର ଆସୁଥିବା ବେଳେ ପଛପଟୁ ଏକ ଆମ୍ବ ବୋଝେଇ ପିକ୍‌ଅପ୍‌ ଗାଡି ଟ୍ରାକ୍ଟରକୁ ଓଭର ଟେକ୍‌
Read More...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ଠାରେ ଶୁକ୍ରବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ
Read More...

ଆଜି ବୈଶାଖ ମେଳା ପୂର୍ଣ୍ଣିମାରେ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଉଦ୍‌ଯାପିତ

୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଜପ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିରଠାରେ ନୃସିଂହନାଥ ଜନ୍ମୋତ୍ସବ ଓ ବୈଶାଖ ମେଳା ୧ ତାରିଖରୁ ଆରମ୍ଭ ହୋଇ ଆଜି ୫ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ
Read More...

ପଡୋଶୀ ଧମକ ଦେଉଥିବା ଅଭିଯୋଗ ନେଇ ସଦର ଥାନାର ଦ୍ୱାରସ୍ଥ ହେଲେ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଙ୍କ ଜାଗାରେ ଘର ତିଆରି କରି ଜୀବନରେ ମାରି ଦେବାକୁ ପଡୋଶୀ ଧମକ ଦେଉଥିବା ଭଳି ଏକ ଅଭିଯୋଗ ନେଇ ଜଣେ ବୃଦ୍ଧା ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବୃଦ୍ଧା ଜଣକ ହେଉଛନ୍ତି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା
Read More...

ବଡଗମଡା ଗାଁରେ କ୍ରାନ୍ତିକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜୟନ୍ତୀ ସମାରୋହ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ବଡଗମଡା ଗାଁର ଭୀମ ଭୋଇ ଛକଠାରେ ଆଜି ସନ୍ଥକବି ଭୀମ ଭୋଇ ଗ୍ରାମ ଉନ୍ନୟନ ସମିତି ପକ୍ଷରୁ ଆଜି କ୍ରାନ୍ତିକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
Read More...

ଗାନ୍ଧୀନଗରପଡ଼ାରେ ହଟେଲ ଭିତରେ ଫୁଟିଲା ଗୁଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଗାନ୍ଧୀନଗରପଡ଼ାସ୍ଥିତ ହୋଟେଲ ସୌମ୍ୟଠାରେ ଗୁଳି ଫୁଟିଥିବା ଜଣାପଡିଛି । କୌଣସି କଥାକୁ କେନ୍ଦ୍ର କରି କିଛି ଦୃବୁର୍ତ୍ତ ହୋଟେଲ ଭିତରେ ପଶି ଫାୟରିଂ କରିଛନ୍ତି । ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ
Read More...

ଇଷ୍ଟଦେବୀ ମା’ ସିଦ୍ଧବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା ଜିଲ୍ଲାର ଅମେଇପାଳ ଗ୍ରାମରେ ଗତ ଦୁଇଦିନ ଧରି ଅମେଇପାଳ ତିଖିରୀ କୈବର୍ତ୍ତ ସଂଗଠନ ତରଫରୁ କୈବର୍ତ୍ତ ଜାତିର ଇଷ୍ଟଦେବୀ ମା' ସିଦ୍ଧବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ରାପଡା ତଥା
Read More...