Daily Archives

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ରାଷ୍ଟ୍ରୀୟ ପ୍ରଶାସନିକ ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ରୀୟ ପ୍ରଶାସନିକ ଅଭିଯାନ ଛତ୍ରପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆଇପିଏସ୍‌ ଜଗମୋହନ ମୀନାଙ୍କୁ ଭେଟିଥିଲେ । ଜିଲ୍ଲା ପୋଲିସ ପ୍ରଶାସନରେ
Read More...

ନରସିଂହଙ୍କ ବଲାଙ୍ଗିର ଓ ଦେଓଗାଁ ବ୍ଲକ ଗସ୍ତ

ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହକମ୍ୟୁନିଟି ସେଣ୍ଟର ଓ ହାଇମାଷ୍ଟ ଲାଇଟର କଲେ ଉଦ୍‌ଘାଟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ଦେଓଗାଁ ଓ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ଗସ୍ତ କରି ସେଠାରେ
Read More...

ଛତ୍ରପୁରରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁରଙ୍କ ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ (ସତ୍ୟମ) ନୃତ୍ୟ କଳାକେନ୍ଦ୍ର ଛତ୍ରପୁର ଆଇ.ଆର୍‌.ଇ. ଜଙ୍କସନ ପକ୍ଷରୁ ପବିତ୍ର ବୈଶାଖମାସ ଶୁକ୍ଳ ପକ୍ଷ ତିଥିରେ ଠାକୁରଙ୍କ ଚନ୍ଦନଯାତ୍ରା, ଭଉଁରୀଖେଳ, ଚାପଖେଳ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ପବିତ୍ର
Read More...

ସଂକଳ୍ପ ପରିବାର ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ

ଶ୍ରୀଗିଡା ଗ୍ରାମରେ ୫୧ ୟୁନିଟ ରକ୍ତ ସଂଗ୍ରହ ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଗ୍ରୀଷ୍ମକାଳୀନ ସମୟରେ ପ୍ରତ୍ୟେକ ରକ୍ତଭଣ୍ଡାରମାନଙ୍କରେ ରକ୍ତର ଅଭାବ ସୃଷ୍ଟି ହେଉଥିବାରୁ "ରକ୍ତ ସଂଗ୍ରହ ଅଭିଯାନ" ଆରମ୍ଭ କରିଛି ବରଗଡ଼ର ସଂକଳ୍ପ ପରିବାର । ଆଜି ପବିତ୍ର ଚନ୍ଦନ ଯାତ୍ରା
Read More...

ମୁରିବାହାଲ ବ୍ଲକ ପତ୍ରାପାଲି(କ) ଗ୍ରାମରେ ଦୁଇ ଦିବସୀୟ ମେଗା ଚକ୍ଷୁ ପରୀକ୍ଷା ଶିବିର ଉଦ୍‌ଯାପିତ

ଟିଟିଲାଗଡ/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ପତ୍ରାପାଲି(କ) ଗ୍ରାମରେ ଦୁଇ ଦିନିଆ ମେଗା ଚକ୍ଷୁ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରର ଆୟୋଜକ ହଂସରାଜ ଜୈନ ସଦସ୍ୟ ଡବ୍ଲୁଓଡିସି, ପୂର୍ବତନ ଅଧ୍ୟକ୍ଷ, ରାଜ୍ୟ ସମ୍ପାଦକ ବିଜେଡି ଓଡିଶା ପ୍ରଦେଶଙ୍କ ଉଦ୍ୟମରେ ଏବଂ ବିଜୁ
Read More...

ଇଷ୍ଟଦେବୀ ମା’ ସିଦ୍ଧ ବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା ଜିଲ୍ଲାର ଅମେଇପାଳ ଗ୍ରାମରେ ଗତ ଦୁଇଦିନ ଧରି ଅମେଇପାଳ ତିଖିରୀ କୈବର୍ତ୍ତ ସଂଗଠନ ତରଫରୁ କୈବର୍ତ୍ତ ଜାତିର ଇଷ୍ଟଦେବୀ ମା' ସିଦ୍ଧ ବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ରାପଡା ତଥା
Read More...

କେନ୍ଦୁପତ୍ର ହିତାଧିକାରୀ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ, ଉପକୃତ ହେବେ ୮ ଲକ୍ଷରୁ ଅଧିକ…

୨୦୨୨ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ସହାୟତା - ୧୯୪ କୋଟି ଭୁବନେଶ୍ୱର : କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ । ପୂର୍ବରୁ
Read More...

କପିଲାଭଟା ଗାଁରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ଗୌନ୍ତିଆପଡାରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞରେ କର୍ତ୍ତା ଭାବେ ଶୋଭା ହଂସ ଓ ତାଙ୍କ ସହଧର୍ମିଣୀ ଉଷା ହଂସ ଦାୟିତ୍ୱ ତୁଳାଇ ଥିବାବେଳେ ପୂଜକ ଭାବେ ସୀତାରାମ ମିଶ୍ର,
Read More...

ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବଙ୍ଗୋମୁଣ୍ଡା ଟିଚର ଟିମ୍‌ ଚମ୍ପିୟାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଆଦର୍ଶ ଖେଳ ପଡ଼ିଆଠାରେ ଆଦର୍ଶ କ୍ରିକେଟ କ୍ଲବ ତରଫରୁ ଏକ ଦିବସୀୟ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ୮ ଟି ଦଳ ଭାଲୁମୁଣ୍ଡା ଆଦର୍ଶ କ୍ରିକେଟ କ୍ଲବ, ଭାଲୁମୁଣ୍ଡା
Read More...

ବାଇକ୍‌କୁ ଧକ୍କା ଦେଲା ଗଞ୍ଜେଇ ବୋଝେଇ କାର୍ : ବାପ-ଝିଅ ଗୁରୁତର

ନୂଆଗାଁ : ନୂଆଗାଁ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ କାଚ ପଲ୍ଲୀଠାରେ ବାଇକ୍‌କୁ ଧକ୍କା ଦେଲା ଗଞ୍ଜେଇ ଚାଲଣକାରୀଙ୍କ ଗାଡ଼ି । ଦୁର୍ଘଟଣାରେ ଉଭୟ ବାପ-ଝିଅ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ବାପ-ଝିଅଙ୍କୁ ଉଦ୍ଧାର କରି ନୟାଗଡ
Read More...