Daily Archives

ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା’ଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା (୭୨)ଙ୍କ ନିଜ ଗ୍ରାମ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତ ତେରେଇକେଲା ଗ୍ରାମରେ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନରୁ ସେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ମା'ଙ୍କ
Read More...

ବାସନ୍ତୀ ପାଠାଗାରର ଆଧ୍ୟାତ୍ମିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଛତ୍ରପୁରରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ରବିବାର ଦିବା ୧୦ଘଣ୍ଟା ସମୟରେ ଛତ୍ରପୁର ଗସ୍ତରେ ଆସି ବିଜେପିର ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ତାଙ୍କୁ ଛତ୍ରପୁର କଲେଜ ଛକ ନିକଟରେ ପୁଷ୍ପମାଲ୍ୟ ଦେଇ
Read More...

‘ନିଷାନ୍’ର ତୃତୀୟ ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : 'ନିଷାନ୍' ସାହିତ୍ୟ ସଂସଦ, ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ତୃତୀୟ ଆଭାସୀ ଅଠାରି କବିତା ଆସର 'ନିଷାନ୍'ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ 'ନିଷାନ୍'ର ପ୍ରତିଷ୍ଠାତା ସଂପାଦକ ଆଶୁକବି
Read More...

ସୋନପୁରଠାରେ ସାତ ଦିନିଆ ଟେରାକୋଟା ଶିବିର ଉଦ୍‌ଯାପିତ

ଟେରାକୋଟାରେ ରୂପ ନେଲା ସୋନପୁରର ପରମ୍ପରା ଓ ସଂସ୍କୃତି ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡ଼ିଶା ଲଲିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହଯୋଗରେ ସୋନପୁରର କୁମ୍ଭାରପଡାଠାରେ ସାତ ଦିନିଆ ପାରମ୍ପରିକ ଟେରାକୋଟା
Read More...

ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚ୍‌ଓଡି ଯୁକ୍ତେଶ୍ୱର ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ତୁରଲା ଗ୍ରାମରେ ଅବସ୍ଥିତ ଥିବା ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀର ଫିନିସିଂ ଏଚ୍‌ଓଡି ଯୁକ୍ତେଶ୍ଵର ମହାପାତ୍ରଙ୍କୁ ଗତ ୨୫ ତାରିଖ ଗୁରୁବାର ଅପରାହ୍ନ ୨ଟା ସମୟରେ କଲୋନୀରୁ ଫେକ୍ଟ୍ରିକୁ ଯାଉଥିବା ବେଳେ ୩ ଜଣ ଯୁବକ ଆକ୍ରମଣ
Read More...

ସଇତାନ ପ୍ରେମିକକୁ ଜେଲ ହାଜତକୁ ପଠାଇଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରେମିକା, ତାଙ୍କ ମା’ ଓ ଛୋଟ ଭାଇଙ୍କୁ ଜାଳି ମାରି ଦେବାକୁ ଉଦ୍ୟମ କରିଥିବା ସଇତାନ ପ୍ରେମିକଙ୍କୁ ଆଜି ଜେଲ ହାଜତକୁ ପଠାଇଛି ଲାଠୋର ପୋଲିସ । ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା । ଗତକାଲି ଦିନ ୧ଟା ସମୟରେ ଲାଠୋର
Read More...

ଦୟନୀୟ ଅବସ୍ଥାରେ ଗଞ୍ଜାମ ଏନ୍‌ଏସିର ରୋଡ଼୍‌ କାମ : ସାଧାରଣରେ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିର ନିର୍ମାଣାଧୀନ ରାସ୍ତା କାମ ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ନାମକୁ ମାତ୍ର ଉନ୍ନତିମୂଳକ କାର୍ଯ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସୂଚନା ଅନୁସାରେ ୧୦୦ ଫୁଟ୍‌ ରୋଡ଼୍‌ କାମ ପାଇଁ ଆଜକୁ ୧୫୦ ଦିନରୁ ଅଧିକ ହେଲାଣି କାମ ସରିବା ନା
Read More...

‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ ହେଲେ ପରିବେଶ ବନ୍ଧୁ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିଶୃତି ସାହିତ୍ୟ ସଂସଦ ରେଂଚ ଖେଲାର, ନିମାପଡା, ପୁରୀ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଧ୍ୟାପକ ଦିଲ୍ଲୀପ କୁମାର ସେନାପତିଙ୍କ ସଭାପତିତ୍ୱରେ ସଂସଦର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି । ପ୍ରାୟ ୭୦ ଜଣ କବି ଓ
Read More...

ବାରପାହାଡ ଖୋଲର ଚେକ୍‌ ଡ୍ୟାମ ପ୍ରସଙ୍ଗ : ଚେକ୍‌ ଡ୍ୟାମ, ଆଡିବନ୍ଧ ଓ ବ୍ଲକପ୍ଲାନଟେସନ ପାଇଁ ହେବ ନୂଆ ପ୍ରସ୍ତାବ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ରାଜପାଲି ବାରପାହାଡ ଖୋଲରେ ଚାଲିଥିବା ଚେକ୍‌ ଡ୍ୟାମ କାମକୁ ବନ ବିଭାଗ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିବାରୁ ଏହି ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ସୋନପୁର ଜିଲ୍ଲା ପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ
Read More...