Daily Archives

ଜାତୀୟ ନାରୀ ଶକ୍ତି ଆଚିଭର୍ସ ସମ୍ମାନ ପାଇଲେ ଓଡିଶାର ମିନତୀ ବେହେରା

ଭୁବନେଶ୍ୱର : ଜାତୀୟ ନାରୀ ଶକ୍ତି ଆଚିଭର୍ସ ସମ୍ମାନ ପାଇଲେ ଓଡିଶାର ମିନତୀ ବେହେରା । ସୂଚନା ଅନୁସାରେ ଗୁରୁବାର ମେ ୨୫ ତାରିଖରେ ଆୟୋଜିତ ହୋଇଥିଲା ଦାଦା ସାହେବ ଫାଲକେ ଆଇକନ୍ ଆୱାର୍ଡ ଫିଲମ୍ସର ପୁରସ୍କାର ପ୍ରଦାନ ସମାରୋହ । ଦିଲ୍ଲୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି
Read More...

ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୯ ମାପ କରାଯାଇଥିଲା ।
Read More...

ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ

ଆଠଗଡ଼ : କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଡାଳୁଆ ଓ ସରସ୍ୱତୀପୁର ଗାଁ ନିକଟରେ ଚଢାଉ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ୯୦୩୦ ଲିଟର ପୋଚ ସହିତ ୯୪୫ ଲିଟର ଦେଶୀ ମଦକୁ ଜବତ କରି ନଷ୍ଟ କରାଯାଇଛି । ସୂଚନା ଅନୁଯାୟୀ ଖୁଣ୍ଟୁଣି ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ମଦ ରନ୍ଧନ ହୋଇଥାଏ । ଏବେ
Read More...

ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ଠାରୁ ଜବତ ହେଲା ୭୧ ଲକ୍ଷ ଟଙ୍କାର ସୁନା

ନୂଆଦିଲ୍ଲୀ : ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁନା ଚୋରା ଚାଲାଣର ଏକ ବଡ ମାମଲା ସାମ୍ନାକୁ ଆସିଛି । ୭୧ ଲକ୍ଷ ଟଙ୍କା ମୂଲ୍ୟର ଚୋରା ସୁନା ଚାଲାଣକୁ ଜବତ କରିଛି କଷ୍ଟମ ବିଭାଗ । ଏୟାର ଆରବିୟର ଶାରଜା-ଜୟପୁର ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ଏହି ସୁନା ଉଦ୍ଧାର
Read More...

ରେଳ ଧାରଣାରୁ ମିଳିଲା ଶ୍ରମିକଙ୍କ ମୃତଦେହ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ରେଳ ଧାରଣାରୁ ଦାଦନ ଶ୍ରମିକଙ୍କ ମୃତଦେହ ଠାବ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ଝୁପଡିପଡ଼ାର ନିତ୍ୟାନନ୍ଦ ଶଗରିଆ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ କିଛି
Read More...

ନୂତନ ସଂସଦ ଭବନରେ ସ୍ଥାପିତ ହେଲା ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’

ନୂଆଦିଲ୍ଲୀ : ନୂତନ ସଂସଦ ଭବନରେ ସ୍ଥାପିତ ହେଲା ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ । ଐତିହ୍ୟ ‘ସେଙ୍ଗୋଲ’ ସ୍ଥାପନ ପରେ ଲୋକାର୍ପଣ ହେଲା ନୂତନ ସଂସଦ ଭବନ । ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ନୂତନ ସଂସଦ ଭବନ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ
Read More...

ସୁନାଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସକୁ ମିଳିଲା ବଡ ସଫଳତା

ସୁନା ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗ ଗିରଫସୁନା ଅଳଙ୍କାର ସହ ଗୋଟିଏ ଅଟୋ ଓ ସ୍ମାର୍ଟ ଫୋନ ଜବତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୁନାଚୋରଙ୍କୁ ଧରିବାରେ ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ଗଞ୍ଜାମ ଜିଲ୍ଲାର ପାଟପୁର, ଶେରଗଡ଼, ବରଗଡ଼, ଛତ୍ରପୁର, ରମ୍ଭା, ଭଞ୍ଜନଗର,
Read More...

କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଂଜିନିୟରିଂ ଛାତ୍ର

ଭୁବନେଶ୍ୱର : କୁଆଖାଇ ନଦୀରେ ୨ ଜଣ ଇଂଜିନିୟରିଂ ଛାତ୍ର ବୁଡ଼ି ଯାଇଥିବା ବେଳେ ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଇନ୍ଦ୍ରପାଲରେ ଏହି ଅଘଟଣ ଘଟିଛି । ମୃତକ ଦ୍ୱୟ ହେଲେ ତମାଣ୍ଡୋର ସ୍ମୃତିସୌରଭ ପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ ଦାସ
Read More...

ସମ୍ବଲପୁର ଗସ୍ତରେ ୫ଟି ସଚିବ

ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫ଟି ସଚିବ । ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ସମଲେଶ୍ୱରୀ ମନ୍ଦିର ଗସ୍ତ କରି ମା' ସମଲେଇଙ୍କୁ ଦର୍ଶନ କରିଥିଲେ । ସେଠାରେ ସମଲେଇ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ସମୀକ୍ଷା କରିଛନ୍ତି । ତେବେ ଏହି ଗସ୍ତ ସମୟରେ ସମ୍ବଲପୁର ସହରର ହଜାର ହଜାର
Read More...

ବୁଡାଗୁଡ଼ା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ : ଅଭିଯୋଗର ଚାରିଦିନ ମଧ୍ୟରେ ଚାରିଜଣ ଅଭିଯୁକ୍ତ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଡ଼ାଗୁଡା ଅଞ୍ଚଳରେ ଗତ ମାର୍ଚ୍ଚ ମାସରେ ହତ୍ୟା, ମେ ମାସରେ ଅଭିଯୋଗ । ତଥାପି ଅଭିଯୋଗର ଚାରିଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ୍ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି
Read More...