pakka

ନୂତନ ସଂସଦ ଭବନରେ ସ୍ଥାପିତ ହେଲା ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’

ନୂଆଦିଲ୍ଲୀ : ନୂତନ ସଂସଦ ଭବନରେ ସ୍ଥାପିତ ହେଲା ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ । ଐତିହ୍ୟ ‘ସେଙ୍ଗୋଲ’ ସ୍ଥାପନ ପରେ ଲୋକାର୍ପଣ ହେଲା ନୂତନ ସଂସଦ ଭବନ । ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ନୂତନ ସଂସଦ ଭବନ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ ସମ୍ମାନିତ କରାଯାଇଛି । ନିୟୋଜିତ ଶ୍ରମିକଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Leave A Reply

Your email address will not be published.

16 − 11 =