ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା’ଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରର ପୂଜକ ମକରଧ୍ୱଜ ସା (୭୨)ଙ୍କ ନିଜ ଗ୍ରାମ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଖାରି ଗ୍ରାମ ପଞ୍ଚାୟତ ତେରେଇକେଲା ଗ୍ରାମରେ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନରୁ ସେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ମା’ଙ୍କ ସେବାରେ ନିୟୋଜିତ ଥିବା ବେଳେ ତାଙ୍କ ଦେହାନ୍ତରେ ମନ୍ଦିରର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

5 − two =