Daily Archives

ଜନଜାତି ସଂସ୍କୃତିର ସୁରକ୍ଷା ଦିଗରେ ଆଉ ଏକ ମାଇଲଷ୍ଟୋନ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଆଉ ୧୪ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧିରାଜ୍ୟର ୧୭୨ଟି ବ୍ଲକରେ ହେବ କାର୍ଯ୍ୟକାରୀ, ସାମିଲ ହେବେ ୮୩ ଲକ୍ଷରୁ ଅଧିକ ଜନଜାତି ବର୍ଗର ଲୋକଚଳିତ ଆର୍ଥକ ବର୍ଷରେ ଖର୍ଚ୍ଚ ହେବ ୨୨୩ କୋଟିଛୋଟ, ବଡ ସବୁ ଜନଜାତି
Read More...

ଟିଟିଲାଗଡରେ ୨୩ତମ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ବର ଏବଂ କନ୍ୟା ପିତାମାତା ନେଲେ ସଂକଳ୍ପ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ ୨୩ତମ ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ହାଟପଦାପଡ଼ା ଭାଗବତ ମନ୍ଦିର ସ୍ଥିତ ବିବାହ ମଣ୍ଡପଠାରେ ଅନୁଷ୍ଠିତ
Read More...

ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ଶାନ୍ତିପଡ଼ାରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ବଲାଙ୍ଗିର ଶାନ୍ତିପଡ଼ାରେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଧ୍ୟ ଯୋଗଦାନ କରି କଳସ ଧାରଣ କରିଥିବା ବେଳେ ଶାନ୍ତିପଡ଼ା ତଥା
Read More...

ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଓ ମନୋରଞ୍ଜନ ଧର୍ମୀ ସଂଗୀତ ପ୍ରତିଯୋଗିତା ସେକ୍ଟର ୧୪ ଡିପିଏସ କିଣ୍ଡର ଗାର୍ଡେନ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡାଙ୍କ
Read More...

ନିଷାନ୍ ସାହିତ୍ୟ ସଂସଦର ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା : ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମାତୃ ଦିବସ ଅବସରରେ ଅଠାରି ଆଭାସି କବିତା ଆସର ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏଥିରେ
Read More...

ବିଭାଗସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡ଼. ପ୍ରଦୀପ କୁମାର ସାହୁ
Read More...

ଗ୍ରୀଷ୍ମକାଳୀନ କାରାଟେ ଓ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ବଲାଙ୍ଗିର କାରାଟେ ସ୍କୁଲ ଆନୁକୂଲ୍ୟରେ ତା.୦୫.୦୫.୨୦୨୩ରୁ ତା.୧୪.୦୫.୨୦୨୩ ୧୦ ଦିନ ଧରି ଚାଲିଥିବା ଗ୍ରୀଷ୍ମକାଳୀନ କାରାଟେ ଓ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରକୁ କାରାଟେ ଇଣ୍ଡିଆ
Read More...

ସିହିନି ଗ୍ରାମରେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସିହିନି ଗ୍ରାମରେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନା ହୋଇଥିଲା ଯେ, ରାଜନୈତିକ ଦୃଷ୍ଟି କୋଣରୁ ଆଜିର ଦିନରେ ଓବିସି ବର୍ଗର ଲୋକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ସମସ୍ତ ରାଜନୈତିକ ଦଳରେ କିଛି
Read More...

ବାରପୁଡୁଗିଆ ଗୁଡ଼ି ୮୪ ଘର ଅଘରିଆ ସମାଜ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଖୁଣ୍ଟପାଲି ନୂଆଁବସ୍ତି ଆର୍‌ଆର୍‌ କଲୋନୀଠାରେ ବାରପୁଡୁଗିଆ ଗୁଡ଼ି ଅନ୍ତର୍ଗତ ୨୩ ଖଣ୍ଡ ଗ୍ରାମର ଗ୍ରାମ୍ୟ କମିଟି ଓ କର୍ମକର୍ତ୍ତାଙ୍କୁ ନେଇ ନୂତନ ଗୁଡ଼ି ସଭାପତି ସାରଥୀ ପଟେଲଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ
Read More...

ସାପ୍ତାହିକ ଖବର କାଗଜ ଜନ ସମ୍ବାଦର ୧୪ତମ ସ୍ଵନକ୍ଷତ୍ର ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ପ୍ରକାଶିତ ଓଡିଆ ସାପ୍ତାହିକ ଖବର କାଗଜ ଜନ ସମ୍ବାଦର ୧୪ତମ ସ୍ଵନକ୍ଷତ୍ର ସମାରୋହ -୨୦୨୩ ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ଖବର କାଗଜର ସଂପାଦକ ସଚିତା ନନ୍ଦ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ
Read More...